Home Breaking News / ତାଜା ଖବର ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ

ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ବଲ ସକୁମ୍ଫା ପଞ୍ଚାୟତର ରୁ ଗୁଡ଼ି ସାହିରେ ବିଦ୍ୟୁତ ସଂସ୍ପର୍ଶ୍ୱରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ମେଦିନଶ୍ଵର କହଁର ବୋଲି ଜଣାପଡିଛି । ସୂଚନାଯୋଗ୍ୟଯେ, ଘରେ ବିଦ୍ୟୁତ ବୋର୍ଡ ସଜାଡୁଥିବାବେଳେ କରେଣ୍ଟ ଲାଗି ଗୁରୁତର ଆହତ ହୋଇଥିଲେ।
ପରିବାର ଲୋକେ ମେ ଦିନେଶ୍ଵରଙ୍କୁ ଚିକିତ୍ସା ପାଇଁ ଫୁଲ ବାଣୀ ସଦର ମହକୁମା ଡ଼ାକ୍ତର ଖାନାରେ ଭର୍ତ୍ତି କରିଥିଲେ । ତେବେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଡ଼ାକ୍ତର ଙ୍କ ରିପୋର୍ଟ ଆଧାରରେ ଖଜୁରୀପଡ଼ା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

related posts

Leave a Comment