Home Breaking News / ତାଜା ଖବର ଝୁଲନ୍ତା ଶବ ଉଦ୍ଧାର

ଝୁଲନ୍ତା ଶବ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ହତ୍ୟାକାରୀଙ୍କୁ ଗିରଫ ଦାବିରେ ବ୍ରହ୍ମପୁର-ରାୟଗଡା ୩୨୬ ଜାତୀୟ ରାଜପଥ ଅବରୋଧ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଉସ୍ତପଦା ଗ୍ରାମର ଯୁବକ ସଞ୍ଜୟ ନାୟକଙ୍କ ଝୁଲନ୍ତା ଶରୀର ଗତ ଜୁଲାଇ ୫ ତାରିଖରେ ଲୁହାଗୁଡି ସ୍ଥିତ ଏକ ଗଛରେ ମିଳିଥିଲା । ଘଟଣା ପରେ ଭାବି ଶ୍ୱଶୁର ଘର ଲୋକେ ସଞ୍ଜୟଙ୍କୁ ମୋହନା ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଭାବି ଶାଶୁ ଶ୍ୱଶୁର ଘର ପରିବାର ଲୋକେ ସଞ୍ଜୟକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପୁଅ ଘରର ପରିବାର ଲୋକେ।

related posts

Leave a Comment