Home Breaking News / ତାଜା ଖବର ବାଲୁକା କଳାରେ ଲଭଲିନାଙ୍କୁ ଶୁଭେଛା

ବାଲୁକା କଳାରେ ଲଭଲିନାଙ୍କୁ ଶୁଭେଛା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓରୁ ମହିଳା କୁସ୍ତିରେ ଦେଶ ପାଇଁ ବ୍ରୋଂଜ ମେଡାଲ ଆଣିଲେ ଲଭଲିନା ବୋରଗୋହେଁ । ସାରାଦେଶ ଲଭଲିନାଙ୍କ ଏହି ସଫଳତାକୁ ନେଇ ବେଶ୍ ଖୁସି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନେତା, ବ୍ୟକ୍ତି ବିଶେଷ ଆସାମ ଝିଅର ସଫଳତାକୁ ନେଇ ଶୁଭେଛା ଜଣାଉଛନ୍ତି । ଏହି ଅବସରରେ ଲଭଲିନାଙ୍କୁ ନିଆରା ଢଙ୍ଗରେ ବାଲୁକା କଳାରେ ଶୁଭେଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଲଭଲିନାଙ୍କ ସହ ପଦକର ବାଲୁକା ପ୍ରତିକୃତି ନିର୍ମାଣ କରି କଂଗ୍ରାଚୁଲେସନ ଲେଖିଛନ୍ତି ସୁଦର୍ଶନ ।

related posts

Leave a Comment