Home Breaking News / ତାଜା ଖବର ଆସନ୍ତାକାଲି ଟୋକିଓରୁ ଭାରତକୁ ଆସିପାରେ ୪ ପଦକ, ଜାଣନ୍ତୁ କେଉଁ ଖେଳାଳି ଆଣିବେ ପଦକ?

ଆସନ୍ତାକାଲି ଟୋକିଓରୁ ଭାରତକୁ ଆସିପାରେ ୪ ପଦକ, ଜାଣନ୍ତୁ କେଉଁ ଖେଳାଳି ଆଣିବେ ପଦକ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁରୁବାର ଟୋକିଓ ଅଲିମ୍ପିକ୍ସର ୧୪ ତମ ଦିନ । ଆସନ୍ତାକାଲି ଭାରତକୁ ଆସିପାରେ ୪ଟି ପଦକ । କାରଣ ଏହାର ସଂଭାବନା ସୃଷ୍ଟି କରିଛନ୍ତି ଭାରତୀୟ ଖେଳାଳି । ବିଶେଷ କରି ହକି, କୁସ୍ତିରୁ ଏହି ପଦକ ନେଇ ଭାରତ ଆଶାୟୀ ରହିଛି ।
ଆସନ୍ତୁ ନଜର ପକାଇବା କେଉଁ ଖେଳରୁ ଭାରତକୁ ମିଳିବ କେଉଁ ପଦକ

  • ସମୟ ସକାଳ ୭ଟା , ବ୍ରୋଂଜ ମେଡାଲ ପାଇଁ ପୁରୁଷ ହକି ଲଢେଇ
    ଭାରତ-ଜର୍ମାନୀ ମୁକାବିଲା,
  • ଅପରାହ୍ନ ୪ଟା ୨୦ ମିନିଟ , ୫୭ କେଜି ଫ୍ରିଷ୍ଟାଇଲ ବର୍ଗ କୁସ୍ତି ଫାଇନାଲ(ସ୍ୱର୍ଣ୍ଣ ପାଇଁ ଲଢେଇ)
    ଭାରତର ରବି ଦହିୟା – ଋଷର ଜାଭର ୟୁଗେଭଙ୍କ ମୁକାବିଲା
  • ଅପରାହ୍ନ ୪ଟା ୪୦ , ୮୬ କେଜି ବର୍ଗ ଫ୍ରିଷ୍ଟାଇଲ କୁସ୍ତି, ବ୍ରୋଂଜ ଲଢେଇ
    ଭାରତର ଦୀପକ ପୁନିଆଙ୍କ ମୁକାବିଲା
  • ଭିିନେଶ ଫୋଗଟ ଲଢିବେ ରିପି ଚେଜ୍‌, ଜିତିଲେ ବ୍ରୋଂଜ ଆଶା ବଢିବ

related posts

Leave a Comment