Home Breaking News / ତାଜା ଖବର ପଦୋନ୍ନିତ ପାଇ କନ୍ଧମାଳର ୫୦ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ନିଯୁକ୍ତି

ପଦୋନ୍ନିତ ପାଇ କନ୍ଧମାଳର ୫୦ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ନିଯୁକ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲାକୁ ନିକଟରେ ପଦୋନ୍ନତି ପାଇଥିବା ପ୍ରାୟ ପଚାଶ ଜଣ ପ୍ରଧାନ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ଗଣଶିକ୍ଷାବିଭାଗ ବଦଳୀ କରିଛି।
ଫଳରେ ଜିଲ୍ଲାରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିବା ହାଇ ସ୍କୁଲଗୁଡ଼ିକରେ ପଦୋନ୍ନତି ପାଇଥିବା ପ୍ରଧାନ ଶିକ୍ଷକମାନେ ଦାୟିତ୍ଵ ଗ୍ରହଣ କରିବେ ।
ଏହା ଦ୍ଵାରା ଆଦିବାସୀ ଅଧୁ୍ଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ହୋଇପାରିବ ।-ବିଶେଷକରି ଆପଗ୍ରେଡ଼େଡ଼ହାଇସ୍କୁଲ ଗୁଡିକରେ ପ୍ରଧାନଶିକ୍ଷକଙ୍କ ସମେତ ଅନେକ ଶିକ୍ଷକ ପଦବୀ ମାନ ଖାଲି ପଡିଥିଲା।ଫଳରେ ପାଠ ପଢା ବାଧା ପ୍ରାପ୍ତ ହେଉଥିଲା l
ବିଜୟ ମହାପାତ୍ର ଖୋର୍ଦ୍ଧା କାଇପଦରରୁ ଡିମିରିଗୁଡ଼ା ୟୁପି ଏସ. ସୁମିତା ନା ଏକ ୟୁନିଟ ୮ଗାର୍ଲସ ହାଇସ୍କୁଲ ଭୁବନେଶ୍ଵରରୁ ସୁ 6ଡ୍ରଜୁ ୟୂଜିଏଚ୍ଏସ.ଅମୂଲ୍ୟ ମହାନ୍ତି ୟୁନିଟ ୧ସର କ।ରି ହାଇ ସ୍କୁଲରୁ କୁମ୍ଭାର ଖୋଲୟୁଜିଏବ ଏସ.ପ୍ରିୟ ମ୍ୱ ଦା ଜେନାଟିକିରି ପଡ଼ା ୟୂଜିଏଚ୍ଏସ.ବିଚିତ୍ରା ନନ୍ଦ ମହାକୁଡ ସିନ୍ଦ୍ରିଗାଁୟୂଜିଏଚଏସ. ସୁକାନ୍ତି ସାହୁ ଜାମୁଝରୀୟୂପିଏସ ମହମ୍ମଦ ତସଲିମ ଝାରିଗଭଟ୍ଟା, ସଂଯୁକ୍ତ । ମିଶ୍ର ନୋଡାଲ ୟୂପି ଏସଫିରିଙ୍ଗିଆ, କୈଳାସ ଚନ୍ଦ୍ର ସାମନ୍ତରାଏ ସିମ୍ପାଞରୀୟୂଜିଏଚ୍ଏସ.ତେଜତରଙ୍ଗିଣି ସାମଲ ପାହି ରାଜୁ ୟୁଜିଏଚ୍ଏସ. ହରିଦାସ ପଣ୍ଡା ଖମନଖୋଲ, ବିଦ୍ୟୁତ ପ୍ରଭା ଦାସ ସରୁକୋଇ ଫିରିଙ୍ଗିଆ, ଅନପୁର୍ଣ୍ଣା ପ୍ରଧାନବନବାସୀ ହାଇସ୍କୁଲ ନୁଆପଦର, ବସନ୍ତର ଥ,ଶଙ୍କରା ଖୋଲ, ରାମଚନ୍ଦ୍ର ସାହୁ ବ୍ରାହ୍ମଣୀଗାଁ, କବିତା ବରାଳ ବାଳନ୍ଦାପଡ଼ା,କୃଷ୍ଣଚନ୍ଦ୍ର ମିଶ୍ର ବୁଡ଼ା ଗୁଡ଼ା, ହାର ସ୍କୁଲ,ଲୋକନାଥ ପାଇକ ରାଏ ।କସବସା,ୟୂ ପିଏ ସ, ଅଞନ କୁମାର ରାଏଶଶି ମାହା ୟୂଜିଏଚ୍ଏସ. ନାରାୟଣ ସାହୁଲଟିଙ୍ଗିଆ, ୟୂଜିଏକି ଏଚଏସ.ରସିଦ ଖାନ ଲଙ୍କାଗଡ଼ ୟୁଜିଏଚ୍ଏସ. ସ୍ନିଗଧା ମହାନ୍ତି ଝିରିପାଣି ୟୂଜିଏଚଏସ.ହରେକୃଷ୍ଣ ବେହେରା ଧୁଡ଼ୁସିୟୂଜିଏଚ୍ଏସ.ନିରୂପମା ପ୍ରଧାନସିରଲା ,ବିଜୟଲକ୍ଷ୍ମୀ ପଟନାୟକ ମିଡିଆକିଆ , ୟୂଜିଏଚ଼ ଏସ.ବିଜୟ ପଣ୍ଡା ନିଳିପଡ଼ା ୟୁଜିଏଚ୍ଏସ. ମହାଦେବ ପାଟଯୋଶିପରମପାଙ୍ଗା ୟୂଜିଏ ଚଏସ. ରାଜୀବ ଲୋଚନ ପାତ୍ର କିରି କୁଟି ପିୟୁପିଏସ .ସରୋଜ କୁମାର ମହାନ୍ତି ତାମାଙ୍ଗି ୟୁପିଏସ . ଚିତରଂଜନ ନା ଏକ କୁମ୍ଭାରି ଗାଁ ୟୂ ପିଏସ .ବିଚିତ୍ର ମିଶ୍ର ଆଲିମାହା ୟୂଜିଏଚ୍ଏସ.ରଘୁନାଥଲେଙ୍କା ଭ୍ରମର ବାଡି , ସଚିଦାନନ୍ଦ ବିଶ୍ଵାଳ ବିରାଗୁଡ଼ା ୟୂଜିଏଚ୍ଏସ.ଆନନ୍ଦ ଚନ୍ଦ୍ର ବେହେରା କଟାବାଡିୟୁଜିଏଚ୍ଏସ.ଦେବଦତ୍ତ ନନ୍ଦ କଟା ସିଙ୍ଗୟୂଜିଏଚ୍ଏସ. କବିରାଜ ଜେନା ସରାମୁଳି, ପ୍ରମୋଦ କୁମାର ରାଉତରାଏ ସୋନପୁର,ମହେନ୍ଦ୍ର ମହାନ୍ତି ଝିଞ୍ଜିରିଗୁଡ଼ା, ମେଘମାଳା ସାମନ୍ତରାଏ 6କରେ ଡିୟୁପିଏ ସ, ପ୍ରତାପସଡ଼ଙ୍ଗି ତୁଡ଼ି ପାଜୁପିୟୁପିଏସ . ଲକ୍ଷ୍ମୀଧର ସିଂ ସିର୍କା ବର୍ଗ, ଦାରିଙ୍ଗବାଡି, ସତ୍ୟ ସାରିଥି ବେ ଦମତ୍ତା ଧୁସୁରିଗାଁୟୂଜିଏଚ୍ଏସ.
ସୋନ୍ତଷ କୁମାର ପୃଷ୍ଟି ସୁଜାମା ଜୁୟୁଜିଏଚ୍ଏସ.ନନ୍ଦକିଶୋର ବେହେରା ବଡ଼ିମୁଣ୍ଡା, ପ୍ରଭାସ କୁମାର ଗାଇଗଭରିଆ ସଲପଗାଁ, ସଞ୍ଜୟ କୁମାର ଧଳ,ବ ତିଙ୍ଗିଆ,
ମୁକ୍ତିକାନ୍ତ ସ୍ଵାଇଁ ତାଲାରି ମାହା ୟୁଜିଏଚଏସ. କୁ ବଦଳୀ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲା ର ସାରଙ୍ଗ ଡହାଇସ୍କୁଲର ଅନୁପମା ମହାନ୍ତିଙ୍କୁ ତିଳକ ପଙ୍ଗା ୟୂଜିଏଚଏସ.ଦୁତିପଡ଼ା ହାଇସ୍କୁଲର ଅର୍ଚନା ବା ସାଙ୍କୁରୁଜାଙ୍ଗି ହାଇସ୍କୁଲ, ଓ ତୁମୁଡିବନ୍ଧ ସରକାରି ହାଇସ୍କୁଲର ଶିକ୍ଷୟତ୍ରୀଚନ୍ଦ୍ରିକା ଦେଶିନା ଏକମା ଦା ଗୁଡ଼ା ୟୂ ପିଏସ କୁ ପ୍ରଧାନଶିକ୍ଷୟତ୍ରୀ ଭାବେ ବଦଳୀ ହୋଇଛି ।
ହେଲେ ଏ ସବୁ ହାଇ ସ୍କୁଲଗୁଡ଼ିକରୁ ଅର୍ଦ୍ଧାଧିକ କନ୍ଧମାଳ ଜିଲ୍ଲା ର ଦୁର୍ଗମ ତଥା ମାଓ ଇଲାକାରେ ହୋଇଥିବା ସାଙ୍ଗକୁ ମୋବାଇଲ ଫୋନ ସୁବିଧା ନ ଥିବା ଫଳରେ ପ୍ରଧାନଶିକ୍ଷକମାନେ ସେଠାରେ ରହିବେ କି ନାହିଁ ତାହା ସନ୍ଦେହ ସୃଷ୍ଟି ହୋଇଛି ।
ସେହିପରି ଲେବେଲ୍‌ -୩ ପୋଷ୍ଟ ଉଠିଯିବା ଫଳରେ ବିଏ,ବି ଇଡିବା ଏମଏ ,ବିଇଡି ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାଇ ମେରି ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କ ପ୍ରମୋଶନ ଆଶା ମଉଳିଯାଇଛି। ସରକାର ଏହି ପ୍ରତି ବିଚାର କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି ।

related posts

Leave a Comment