Home Breaking News / ତାଜା ଖବର ଆଗାମୀ ଦଶ ଦିନରେ କାଗଜ ପତ୍ର ସାର୍ଵଜନିନ କର: ନଚେତ ଆନ୍ଦୋଳନ ହେବ ନଗର ଭାଜପା

ଆଗାମୀ ଦଶ ଦିନରେ କାଗଜ ପତ୍ର ସାର୍ଵଜନିନ କର: ନଚେତ ଆନ୍ଦୋଳନ ହେବ ନଗର ଭାଜପା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ନଗର ସଦର ମହକୁମାର ପୌର ପରିଷଦ ତରଫରୁ କରାଯାଇଥିବା ଅନେକ ନିର୍ମାଣ କାମର ଦୁର୍ନୀତି, ଦୋକାନ ଗୃହର ଅବଣ୍ଟନରେ ଅନିୟମିତତା, ସହରୀ ଶ୍ରମିକଙ୍କୁ ନିଯୁକ୍ତିରେ ଟାଳଟୁଳ,ସହର ସଫେଇରେ ଅବହେଳା ଭଳି ଅନେକ ବିଷୟରେ କିଛି ଦିନ ତଳେ ନଗର ଭାଜପା ଏହାର ସବିଶେଷ ବିବରଣୀ ତଥ୍ୟ ମାଗିଥିଲେ। ଏହା ଆଜି ପର୍ଯ୍ୟନ୍ତ ନିର୍ବାହୀ ଯନ୍ତ୍ରୀ ୟସୀର ଅହ୍ମଦ ପ୍ରଦାନ ନ କରିବାରୁ ନଗର ଭାଜପା ସଭାପତି ଶ୍ୟାମ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହାର ସାର୍ବ ଜନୀନ କରୁବାକୁ ଦାବୀ କରିଛନ୍ତି। ଏଠି ଜଏନ ହେବା ପୂର୍ବରୁ ଏକ ଯୋଜନା ପ୍ରସ୍ତୁତ କରି ଆସିଥିଲା ଜଏନ ହେବା ପରେ ଶାସକ ଦଳର ନେତା ଙ୍କ ପ୍ରରୋଚନା ରେ ପଡି ତାହାଭୁଲି ତାଙ୍କ ନିର୍ଦେଶରେ କାମ ଚଳାଇ ଜନ ସାଧରଣଙ୍କୁ ପ୍ରତାରିତ କରୁଥିବା ଅଭିଯୋଗ କରିଛନ୍ତି। ଆଗାମୀ ଦଶ ଦିନ ମଧ୍ୟରେ ମାଗି ଥିବା ତଥ୍ୟ ପ୍ରଦାନ କରାନଗଲେ ଭାଜପା ଆନ୍ଦୋଳନ କରିବ ବୋଲି ଧମକ ଦେଇଛି।

related posts

Leave a Comment