Home Breaking News / ତାଜା ଖବର ମୋ ଅଞ୍ଚଳ ମୋ ପରିବାର

ମୋ ଅଞ୍ଚଳ ମୋ ପରିବାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ଜି. ବିନୋଦ କୁମାର): ଜନସାଧାରଣଙ୍କ କାନ୍ଧରେ କାନ୍ଧ ମିଶାଇ, ସୁଖ ଦୁଃଖରେ ସାମିଲ ହେଇଚାଲିଛନ୍ତି ଡାବୁଗାଁ ବିଧାୟକ ମନହର ରନ୍ଧାରୀ |ମୋ ଅଞ୍ଚଳ ମୋ ପରିବାର ର ନାରା ଦେଉଥିବା ଏହି ବିଧାୟକ ଗୋଟିଏ ପରେ ଗୋଟିଏ ଜନହିତକର କାର୍ଯ୍ୟ କରିଚାଲିଛନ୍ତି |ସୋମବାର ଦିନ ମହିଳା ଶ୍ରମିକ ମାନଙ୍କୁ ସେ 3400 ରେନ କୋଟ, ଶୁଖିଲା ଖାଦ୍ୟ, ଚା ଓ ମାସ୍କ ବଣ୍ଟନ କରିଛନ୍ତି | ସ୍ଥାନୀୟ ଡାବୁଗାଁ ଅଞ୍ଚଳର ନୂଆଗଡ଼, ଡାବୁଗାଁ, ଜଗନାଥ ଗୁଡା, ମାଳିଗୁଡା, ପୂଜାରୀଗୁଡା, କକାଡଗୁଡା, ବଡ଼ଲିଗୁଡା, ଚଞ୍ଚନଗୁଡା, ଧରଣୀ ଯୋଡି, ଡ଼ୁମାଗୁଡା, ଚିକିଲାଗୁଡା, ଭୀମଗୁଡା, ନୂଆଗଡ଼ 2 ଓ ସିନ୍ଧିକାଗୁଡା ଅଞ୍ଚଳ ର ଅନେକ ମହିଳା ବିଧାୟକ ରନ୍ଧାରୀ ଙ୍କ ଦ୍ୱାରା ଉପକୃତ ହୋଇଛନ୍ତି |ବିଧାୟକ ମନହର ରନ୍ଧାରୀ ଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟକୁ ନେଇ ଜନସାଧାରଣ ଖୁସିରେ କହିଛନ୍ତି, ସେ ନେତା ନୁହନ୍ତି,, ଜଣେ ଜନସେବକ | ତାଙ୍କର ଏଭଳି ସେବାକୁ ଭୁଲି ହେବନି |

related posts

Leave a Comment