Home Breaking News / ତାଜା ଖବର ଅଟୋ ସହ ଗଞ୍ଜେଇ ଜବତ: ଦୁଇ ଗିରଫ

ଅଟୋ ସହ ଗଞ୍ଜେଇ ଜବତ: ଦୁଇ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀ ଅବକାରୀ ବିଭାଗ
ସ ଦଳବଳେ ଚଢ଼ାଉ କରି ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆ ପଡ଼l ଘାଟିରେ ଅଟୋ କୁ ଜ ବତ୍ କରିବା ସହ ଅଟୋ ରୁ 30 କିଲୋ ଗଞ୍ଜେଇ ଜବତ କରିଛନ୍ତି |ଏହିଘଟଣାରେ ଅଟୋ ଚାଳକ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ |
ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଵା ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଅବକାରୀ.ବିଭାଗ ଇନିସ୍ପେକଟର କହିଛନ୍ତି |
ପୋଲିସ ଓ ଅବକାରୀ ବିଭାଗ ର ଏତେ ସବୁ ଚଢ଼ାଉସତ୍ବେ ଗଂଜେଇ ଚୋରା ଚାଲାଣରୋକିବା ର ନା ଧରୁନି

related posts

Leave a Comment