Home Breaking News ବଡ଼ମ୍ବା ନରସିଂହପୁରରେ କେବଳ ୭ କୋଭିଡ ପଜିଟିଭ ଚିହ୍ନଟ

ବଡ଼ମ୍ବା ନରସିଂହପୁରରେ କେବଳ ୭ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
     
 
 
   

ବଡମ୍ବା(ଶକ୍ତିଶ୍ୱର ରଣା): ବଡ଼ମ୍ବା ନରସିଂହପୁର ରେ ଟେଷ୍ଟିଂ ପଜିଟିଭ ହାର ଦୁଇ ତିନିଦିନ ହେବ କମିବା ଆରମ୍ଭ ହୋଇଛି ସମ୍ଭାବ୍ୟ କୋଭିଡର ତୃତୀୟ ଲହରକୁ ମୁକାବିଲା ପାଇଁ ଆମେ ମାନେ ସତର୍କ ସାବଧାନ ରହିବା ସହ ନିୟମାବଳୀ ଅନୁପାଳନ କରିବା ସଂଯମତା ଆଚରଣ କରିବା ନିଜର ସୁରକ୍ଷା ଦୃଷ୍ଟିରୁ ଜରୁରୀ ।

ଆଜି ବଡ଼ମ୍ବା ନରସିଂହପୁର ରେ କେବଳ ୭ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଡମ୍ବା ଅଂଚଳରୁ ୪ଜଣ ଓ ନରସିଂହପୁର ଅଞ୍ଚଳରୁ ୩ଜଣ ସର୍ବମୋଟ ୭ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଡମ୍ବା ଅଂଚଳର ଦିନିଆରୀ, ଗୋପୀନାଥପୁର, ମୁଳିଆବାଙ୍କ ଓ ବଡମ୍ବାରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନରସିଂହପୁର ଅଞ୍ଚଳର କାନପୁର, କାଞ୍ଜିଆପଦା ଓ ଆତଣ୍ଡାରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

related posts

Leave a Comment