Home Breaking News / ତାଜା ଖବର ୨୦୦ ମିଟରରେ ହିଟସ୍ ଟପି ପାରିଲେନି ଦୂତୀ ଚାନ୍ଦ, ପଦକ ଆଶା ଧୂଳିସାତ୍

୨୦୦ ମିଟରରେ ହିଟସ୍ ଟପି ପାରିଲେନି ଦୂତୀ ଚାନ୍ଦ, ପଦକ ଆଶା ଧୂଳିସାତ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସରେ ପୁଣି ଥରେ ନିରାଶ କଲେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ । ୨୦୦ ମିଟରେ ରେସରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ସେମି ଫାଇନାଲରୁ ବାଦ୍ ପଡିଛନ୍ତି । ଆଜି ୨୦୦ ମିଟରକୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତି । ଏହାପୂର୍ବରୁ ସେ ୧୦୦ ମିଟରେ ରେସରେ ବି ସପ୍ତମ ସ୍ଥାନ ହାସଲ କରିଥିଲେ । ସେ ୧୦୦ ମିଟରକୁ ପୂରଣ କରିବା ପାଇଁ ୧୧.୫୪ ସେକେଣ୍ଡ ସମୟ ନେଇଥିଲେ ।
୨୦୦ ମିଟରରେ ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ଥିଲା ୨୩.୦୦ ସେକେଣ୍ଡ ବି ଛୁଇଁ ପାରିଲେନି । ଫଳରେ ଦୂତୀଙ୍କ ଠାରୁ ଦେଶର ପଦକ ଆଶା ମିଳେଇ ଯାଇଛି ।

related posts

Leave a Comment