Home Breaking News / ତାଜା ଖବର ୫ଟି ମଡ଼େଲ ନିର୍ମାଣ ଚାଳିଥିବା ସିନ୍ଦୁରପୁର ବିଦ୍ୟାଳୟ ପରିଦର୍ଶନ ପରେ ବିନିକା ବ୍ଳକ କାର୍ଯ୍ୟାଳୟରେ କଲେ ଜିଲ୍ଲାପାଳ ଅଵୋଲି ସୁନିଲ ନରୱଣେ

୫ଟି ମଡ଼େଲ ନିର୍ମାଣ ଚାଳିଥିବା ସିନ୍ଦୁରପୁର ବିଦ୍ୟାଳୟ ପରିଦର୍ଶନ ପରେ ବିନିକା ବ୍ଳକ କାର୍ଯ୍ୟାଳୟରେ କଲେ ଜିଲ୍ଲାପାଳ ଅଵୋଲି ସୁନିଲ ନରୱଣେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ରାଜ୍ୟ ସରକାର ୫ଟି ମଡ଼େଳ ସ୍କୁଳ ହିସାବରେ ବିନିକା ବ୍ଲକ ସିନ୍ଦୁରପୁର ଘୋଷାଣା କରିଥିବାରୁ ଏହାର କାର୍ଯ୍ୟ ତୋରାନ୍ନିତ ଉପରେ ସ୍କୁଲ ବୁଲି ଦେଖିବା ସହ ଏହା ଉପରେ ବିନିକା ବ୍ଳକ କାର୍ଯ୍ୟାଳୟ ରେ ସମିକ୍ଷା କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଵୋଲି ସୁନିଲ ନରୱଣେ।ଆଜି ଜିଲ୍ଲାପାଳ ବିନିକା ବ୍ଲକର ସିନ୍ଦୁରପୁର ଶ୍ରୀ ଗୋପାଳଜୀ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପହଞ୍ଚି ଏହି ବିଦ୍ୟାଳୟକୁ ନୁତନ ଭାବେ ତିଆରି ଚାଲିଥିବା ୫ଟି ମୋଡ଼େଳ ସ୍ମାର୍ଟ ସ୍କୁଲକୁ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ସହ ବିନିକା ବ୍ଳକ କାର୍ଯ୍ୟାଳୟ ରେ ସମୀକ୍ଷା କରି ଫେରିଛନ୍ତି । ସିନ୍ଦୁର ପୁର ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ନୁତନ ଭାବେ ବିଜ୍ଞାନ ଲେବୋରୋଟେରୀ,ଉଚ୍ଚ ମାନର ଖେଳପଡିଆ,ଲାଇବ୍ରେରୀ,ଶୈାଚାଳୟ, ସ୍ମାର୍ଟ ଶ୍ରେଣୀ କୋଠରୀ,ଗାର୍ଡେନ ଆଦି ବିଭିନ୍ନ ଡିଜାଇନରେ ତିଆରି ହେଉଥିବା କାର୍ଯ୍ୟ କୁ ଶିଘ୍ର ସମ୍ପୁର୍ଣ୍ଣ କରିବାପାଇଁ ଆଲୋଚନା କରିଥିଲେ। ବୈଠକ ରେ ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ,
ବିନିକା ବିଡିଓ ବ୍ୟାସଦେବ ବେହେରା ,ଏଇ ଅନୁପମା ଗଣିକ
, ବିନିକା ବିଇଓ ଶଶିଭୂଷଣ ସେଟ, ସିନ୍ଦୁରପୁର ସ୍କୁଲ ପ୍ରଧାନ ଶିକ୍ଷକ , ପଞ୍ଚାୟତ କମକତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment