Home Breaking News / ତାଜା ଖବର ପ୍ରେସକ୍ଲବ ଠାରେ କରୋନା ଟୀକା ଦିଆଯିବ

ପ୍ରେସକ୍ଲବ ଠାରେ କରୋନା ଟୀକା ଦିଆଯିବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଆସନ୍ତା କାଲି ଶନିବାର ତଥା 31.7.2021 ତାରିଖ ଦିନ 10 ଘଣ୍ଟା ସମୟରୁ ଅପରାହ୍ନ ଦୁଇ ଟା ଯାଏ ଫୁଲବାଣୀ ପ୍ରେସ କ୍ଲବରେ କରୋନା ଟୀକାକରଣ ଅନୁଷ୍ଠିତ ହେବ !ଏଥିପାଇଁ ଫୁଲବାଣୀ ସ୍ୱାସ୍ଥ୍ୟ ବିଭାଗ ସମ୍ମ ତି ଜଣାଇଛନ୍ତି !ତେଣୁ ଯେଉଁମାନେ ଗଣ ମାଧ୍ୟମ ପ୍ରତିନିଧିଓ ସେମାନଙ୍କ ସମ୍ପର୍କୀୟ ମାନେ କରନା ଟୀକା ନେବାକୁ ଚାହୁଁଛନ୍ତି ସେମାନେ ନିର୍ଦ୍ଧାରିତ ସମୟରେପ୍ରେସକ୍ଲବ ରେ ପହଂଚି କରୋନା ଟୀକାର ଦୁତୀୟ ଡୋଜ କିମ୍ବା ପ୍ରଥମ ଡୋଜ ମଧ୍ୟ ନେଇପାରିବେ ବୋଲି ଜ଼ିଲାପ୍ରେସ କ୍ଲବ ଓ ଫ୍ରଣ୍ଟ ଲାଇନ ମିଡ଼ିଆ ଏସଓ ସିଏସନ ପକ୍ଷରୁ ଅନୁରୋଧ କରାଯାଇଛି

related posts

Leave a Comment