Home Breaking News / ତାଜା ଖବର ରାଜକୁନ୍ଦ୍ରାଙ୍କ ନାଁରେ ସେର୍ଲିନ ଆଣିଲେ ଯୌନ ଉତ୍ପିଡନ ଅଭିଯୋଗ

ରାଜକୁନ୍ଦ୍ରାଙ୍କ ନାଁରେ ସେର୍ଲିନ ଆଣିଲେ ଯୌନ ଉତ୍ପିଡନ ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପର୍ଣ୍ଣ ଫିଲ୍ମ ଓ ଭିଡିଓ ତିଆରି ମାମଲାରେ ବର୍ତମାନ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ଅଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ପତି ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା । ଏପରି ସମୟରେ ତାଙ୍କ ବିରୋଧରେ ମୁମ୍ୱାଇ କ୍ରାଇମବ୍ରାଂଚ ଅଶ୍ଳିଳ ଫିଲ୍ମ ତିଆରିକୁ ନେଇ ଅଧିକରୁ ଅଧିକ ପ୍ରମାଣ ସଂଗ୍ରହ କରୁଛି । ଏପରି ସମୟରେ ରାଜ କୁନ୍ଦ୍ରାଙ୍କ ସମସ୍ୟା ଅଧିକ ବଢିବା ପରି ଲାଗିଲାଣି । କାରଣ ରାଜ କୁନ୍ଦ୍ରାଙ୍କ ବିରୋଧରେ ମଡେଲ୍ ସେର୍ଲିନ ଚୋପ୍ରା ଯୌନ ଉତ୍ପିଡନ ଅଭିଯୋଗ ଆଣିଛନ୍ତି । ବର୍ତମାନ ସେର୍ଲିନ ଚୋପ୍ରାଙ୍କ ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ତ ଜଣାପଡିନାହିଁ । ତେବେ ଅଶ୍ଳିଳ ଫିଲ୍ମ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କ ଟେନସନ୍ ଏହାକୁ ନେଇ ବଢିବ ନିଶ୍ଚୟ ।

related posts

Leave a Comment