Home Breaking News / ତାଜା ଖବର ଟୋକିଓ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ

ଟୋକିଓ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚଳିତ ଟୋକିଓ ଅଲିମ୍ପିକ୍ସରେ ବିଜୟ ଅଭିଯାନ ଜାରି ରଖିଛନ୍ତି ଭାରତୀୟ ସଟଲର ପିଭି ସିନ୍ଧୁ । ପ୍ରିକ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ ଡେନମାର୍କର ମିଆ ବ୍ଲିଚଫେଲଡଟଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ ଯୋଗ୍ୟତା ହାସଲ କରିଛନ୍ତି । ମିଆ ବ୍ଲିଚଫେଲଡଟଙ୍କୁ ସିନ୍ଧୁ ୨୧-୧୫ ଓ ୨୧-୧୩ ସେଟରେ ପରାସ୍ତ କରି ଥିଲେ । ରିଓ ଅଲିମ୍ପିକ୍ସରେ ସିଲଭର ମେଡାଲ ଜିତିଥିବା ପିଭି ସିନ୍ଧୁ , ଟୋକିଓ ଅଲିମ୍ପିକ୍ସରେ ପଦକ ପକ୍କା କରିବା ପାଇଁ ବର୍ତମାନ ମାତ୍ର ୨ଟି ବିଜୟ ଠାରୁ ଦୂରରେ ରହିଛନ୍ତି । ଆଗାମୀ କ୍ୱାର୍ଟର ଫାଇନାଲ ମୁକାବିଲାରେ ପିଭି ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ ।

related posts

Leave a Comment