Home Breaking News / ତାଜା ଖବର ଆଜି ବଡମ୍ବା-ନରସିଂହପୁରରେ ୧୩ ଜଣ କୋଭିଡ ପଜିଟିଭ

ଆଜି ବଡମ୍ବା-ନରସିଂହପୁରରେ ୧୩ ଜଣ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା ଅଞ୍ଚଳରୁ ୪ଜଣ ଓ ନରସିଂହପୁର ଅଞ୍ଚଳରୁ ୮ ଜଣ ସମୁଦାୟ ୧୩ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଡମ୍ବାରୁ ୨ଜଣ ପଜିଟିଭ ଚିହ୍ନଟ ହେଲା ବେଳେ ତୁଳସୀପୁର ଓ ଶଙ୍ଖାମେରୀରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନରସିଂହପୁର ଅଂଚଳରେ ନୂଆଗାଁ ଓ ଚକ୍ରପ୍ରସାଦରୁ ୨ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୁଷୋତ୍ତମପୁର, ମେଧେଇପଦା, ଅଲରା, ନିଜିଗଡ଼ ଓ ନୂଆପାଟଣାରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

related posts

Leave a Comment