Home Breaking News / ତାଜା ଖବର ଆଜି ବଡମ୍ବା-ନରସିଂହପୁରରେ ୧୩ ଜଣ କୋଭିଡ ପଜିଟିଭ

ଆଜି ବଡମ୍ବା-ନରସିଂହପୁରରେ ୧୩ ଜଣ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତିଶ୍ୱର ରଣା): ବଡମ୍ବାରେ ୫ଜଣ ନରସିଂହପୁରରେ ୮ଜଣ ଆଜି ୧୩ଜଣ ସମୁଦାୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଡମ୍ବାର ସନ୍ତରାବାଳୀ, ରଗଡିପଡା, ଗୋପମଥୁରା, ବଡମ୍ବାଗଡ଼, ବଡମ୍ବା ସଂଲଗ୍ନ ବାସେଳିହତାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ନରସିଂହପୁର ଅଂଚଳରେ ପଦାମାଳରୁ ୨ଜଣ, ସିଆରିଆ, ରଙ୍ଗଡାବ, ଡମକଟା, ବଡଭୁଇଁ, ପାଇକବାରବାଟୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି

related posts

Leave a Comment