Home Breaking News କନ୍ଧମାଳ ଜିଲ୍ଲାରେ ୮ ଜଣ କରୋନା ପଜିଟିଭ ଚିହ୍ନଟ, ଫୁଲ ବାଣୀ ୫

କନ୍ଧମାଳ ଜିଲ୍ଲାରେ ୮ ଜଣ କରୋନା ପଜିଟିଭ ଚିହ୍ନଟ, ଫୁଲ ବାଣୀ ୫

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ବଢୁଥିବା ଫଳରେ ପ୍ରଶାସନର ଚିନ୍ତା ବଢାଉଛି। ଆଜି ବି ଜିଲ୍ଲାରେ ୩ଜଣଙ୍କ କରେ । ନାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
କନ୍ଧମାଳଜିଲ୍ଲାରେ ବୁଧବାର ମୋଟ ୮ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାରଫୁଲବାଣୀ ସହରରେ କେହି ମଧ୍ୟ ଜଣେ ହେଲେ କରେ । ନା ପଜିଟିଭ ଚିହ୍ନଟ ହୋଇନଥିବ। ବେଳେ ବୁଧବାର ପୁଣି ଫୁଲବାଣୀ ସହରରେ ୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଜିଲ୍ଲାର ବାଲିଗୁଡା ସହରରୁ ଜଣେ, କ ନୁଆ ଗାଁରୁ ଜଣେ ଓରାଇକିଆରୁ ଜଣେ ଏହି ପରି ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରିକନ୍ଧମାଳ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏ ଯାଏଁ ୭୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଲାଣି ।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment