Home Breaking News / ତାଜା ଖବର ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ମଙ୍ଗଳ ବାର ଜଣେ ଲାଞ୍ଚୁଆ ରେଭି ନ୍ୟୂ ଇନ୍ସ୍ପେକଟର ଙ୍କୁ ଭିଜିଲାନ୍ସ ଗିରଫ କରିଛି ଗିରଫ ଆର ଆଇ ଜଣକ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୂଦାରୀ ଆର ଆଇ ସୁନୀଲ ଡିଗାଲ l

ଆର ଆଇ ସୁନୀଲ ଡିଗାଲ ସେହି ଅଂଚଳ ର ଜଣେ ଵ୍ୟକ୍ତି ଙ୍କ ଜମି ପାର୍ଟି ସନ କରିଦେବା ଲାଗି ୩ ହ ଜ଼ାର ଟଙ୍କା ଲାଞ୍ଚ ଦାବିକରିଥିଲେ l ଫଳରେ ଵ୍ୟକ୍ତି ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ l ଆଜିସମ୍ପୃକ୍ତ ଵ୍ୟକ୍ତି ଙ୍କ ଠାରୁ ୩ହଜ଼ାରଲାଞ୍ଚ ନେଲାବେଳେପୂର୍ବରୁ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ ମାଡି ବସି ଥିଲେ l ଆର ଆଇ ଡିଗାଲ ଙ୍କ ନିକଟରୁ ୩ ହଜ଼ାରଲାଞ୍ଚ ଟଙ୍କା ଉଦ୍ଧାର କରିବା ସହ ଗିରଫ କରିବା ସହ ଆର ଆଇ କାଯ୍ୟlଳୟ ମଧ୍ୟ ତଲାସୀ କରୁଛନ୍ତି l

related posts

Leave a Comment