Home Breaking News ବଡ଼ମ୍ବା ନରସିଂହପୁରରେ ଆଜି ୧୦ କୋଭିଡ ପଜିଟିଭ ଚିହ୍ନଟ

ବଡ଼ମ୍ବା ନରସିଂହପୁରରେ ଆଜି ୧୦ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
     
 
 
   

ବଡମ୍ବା(ଶକ୍ତିଶ୍ୱର ରଣା): ଆଜି ବଡ଼ମ୍ବା ଅଞ୍ଚଳରେ ପାଞ୍ଚ ଜଣ ଓ ନରସିଂହପୁର ଅଞ୍ଚଳରେ ପାଞ୍ଚ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଡମ୍ବା ଅଞ୍ଚଳରେ ରତାପାଟରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବାକି ଖୁଣ୍ଟକଟା ପ୍ରଭୃତିରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ନରସିଂହପୁରର କାଠଖୁଣ୍ଟ, ଲେହେଙ୍ଗ, ଖଳିସାହି, ନିଜିଗଡ଼ ଓ ନରସିଂହପୁରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

related posts

Leave a Comment