Home Breaking News / ତାଜା ଖବର ବାଇକ ସହ ଅଭିଯୁକ୍ତ ଗିରଫ

ବାଇକ ସହ ଅଭିଯୁକ୍ତ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ଗଜପତି ଜିଲ୍ଲା ଅଡବା ପୋଲିସ ର ପେଟ୍ରୋଲିଙ୍ଗ ବେଳେ ଏକ ବାଇକ ସହ ଅଭିଯୁକ୍ତ ଗିରଫ ସୂଚନା ପ୍ରକାରେ ଏକ ବାଇକ ନମ୍ବର OD 18c5943ରେ ଅଭିଯୁକ୍ତ 2ବ୍ୟାଗ ରେ 12kg800ଗ୍ରାମ ଗଂଜେଇ ଧରି ଅନୁଗୁରୁ ରୁ ଅନ୍ତରବା ଅଭିମୁଖେ ଯାଉ ଥିଲେ ହଟାତ ପୋଲିସ ଅଟକାଇ ଯାଞ୍ଚ କଲାବେଳେ ଅଭିଯୁକ୍ତ ଜଣକ ରେଣଗ୍ରାମର ଇଶ୍ୱରଦୂତ ରଇତ ବୋଲି ଜଣା ପଡିଛି ଗଂଜେଇ ମାଫିଆ କୁ କେସ ନମ୍ବର 80dtd25.07.2021u/s20(b)(ii)(B)/25/29ndpsd ଧାରା ମାମଲା ରୁଜୁ କରି କର୍ଟ ଚାଲାଣ କରାଯାଇଛି ଏବଂ ଏହି ଗଂଜେଇ ମାଫିଆ ଙ୍କୁ କାବୁ କରି ବାରେ ଏସଇଆଇ ରତିରଞ୍ଜନ ନାୟକ ଏବଂ staff କୁଲପ୍ରୀତ ଏବଂ SI ରବୀନ୍ଦ୍ର କୁମାର ପାତ୍ର ଏହି କେଶ ର ଇନଭେସ୍ତଗେସନ କରୁଛନ୍ତି

related posts

Leave a Comment