Home Breaking News ଏଥର ବି କରୋନା ପାଇଁ ବୋଲବମ ବନ୍ଦ, କାଉଡିଆ ନିରାଶ

ଏଥର ବି କରୋନା ପାଇଁ ବୋଲବମ ବନ୍ଦ, କାଉଡିଆ ନିରାଶ

by Times One Odia
Share with
     
 
 
   

ଫୁଲବାଣୀ-( ସୁନୀଲ ପଟନାୟକ): ଗତଥର ନ ହେଲାନାହିଁ ଏଥର ବୋଲବମ ରେମାନସୀ କଧ।ରୀ କାଉଡିଆମାନେ ଜଳାଭିଷେକ କରି ମନସ୍କାମନ ପୁରଣ କରିବେ ବୋଲି ଭାବିଥିଲେ । ହେଲେ ଏଥିର ବି କରେ । ନାକଟକଣା ପାଇଁ ବୋଲବମ ରେ ଯିବେନି କାଉଡ଼ିଆ । ଫଳରେ ସେମାନଙ୍କ ମନରେ ନିରାଶ ଭାବ ଦେଖାଦେଇଛି ।
ଏପଟେ ଜିଲ୍ଲାରେ ଥିବା ଡୁଙ୍ଗୀ, ଚକା ପାଦ, ଜଲେଶପଟାରେ ଥିବା ଶୈବପିଠଗୁଡ଼ିକ ଖାଁ ଖାଁ .ରହିଛି । ଆଜିଠୁ କାଉଡ଼ିଆ ମାନେ ଯିବା କଥା। ରାସ୍ତାଗହଳୀ ଚହଳି ହେବା କଥା। କିଛି ନାହିଁ। କାଉଡ଼ିଆ ପାଇଁ ଧାଡିକି ଧାଡି ଦୋକାନ ମଧ୍ୟ ଖୋଲୁଥିଲା ଭଲ ବେ ପାର ମଧ୍ୟ ହେଉଥିଲା। ବେପାରୀ ଦି ପଇସା ଲାଭ ପାଉଥିଲେ। ଏବେ କିନ୍ତୁ ଗତ ବର୍ଷ ଓ ଏବର୍ଷ କରେ । ନା କଟକଣା ଯୋଗୁଁ ଦୋକାନ ଖୋଲୁଁ ନି। ଆର ବର୍ଷକୁ କରେ । ନା ମହାମାରୀ ଦୁର ହୋଇ ସ୍ଵାଦ୍ଭାବିକ ସ୍ଥିତି ଫେରିଥିଲେ ବୋଲବମରେ ଯିବେ ବୋଲି କହିଛନ୍ତି ବିଷ୍ଣୁକ ହଁ ର ଓ ଶିବରାମ ପ୍ରଧାନ ।

related posts

Leave a Comment