Home Breaking News / ତାଜା ଖବର ଲାଇନ ପଡ଼ା ମଲାଙ୍ଗ ସାହି ବନୀକରଣ କାର୍ଯ୍ୟକ୍ରମ ବୁଲି ଦେଖିଲେ ଆରସିସିଏଫ

ଲାଇନ ପଡ଼ା ମଲାଙ୍ଗ ସାହି ବନୀକରଣ କାର୍ଯ୍ୟକ୍ରମ ବୁଲି ଦେଖିଲେ ଆରସିସିଏଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-(ସୁନୀଲ ପଟନାୟକ): ବ୍ରହ୍ମପୁରସ୍ଥିତ ଜଙ୍ଗଲ ବିଭାଗରେ ରେଜିଓନାଲ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ(ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର (ଆଇଏଫଏସ)ଦୁଇଦିନିଆ ଫୁଲ ବାଣୀ ଗସ୍ତରେ ଆସି ଶୁକ୍ରବାର ଫୁଲ ବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଟିକା ବାଲି ରେ ଜଂ ଅଧୀନଲାଇନ ପଡ଼ା ଆରଏଫଅଧୀନ ମାଲାଙ୍ଗ ସାହି ରେ ପ୍ରାକୃତିକ ପୁନଃର୍ଜନନ ସହାୟତାରେ ବୃକ୍ଷରୋପଣ ବା (ଏଏନଆର ଉଇଥ ଗ୍ୟାପ ପ୍ଲାଣ୍ଟେସନ) କାର୍ଯ୍ୟକ୍ରମ ଆଦି ବୁଲି ଦେଖିଥିଲେ।
ଏହି ଅଞ୍ଚଳରେ ଜଙ୍ଗଲ ସୁରକ୍ଷା, ଓ ବୃକ୍ଷରୋପଣ, କାର୍ଯ୍ୟକ୍ରମ ଉଚ୍ଚମାନର ହୋଇଥିବାରୁ ସନ୍ତେ।ଷବ୍ୟକ୍ତ କରିଥିଲେ ଆର ସିସିଏଫ ମିଶ୍ର।
ଜଙ୍ଗଲ ସୁରକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଲାଗି ବନବିଭାଗ କର୍ମଚାରୀ ଓ ଅଫିସରମାନଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ଭଇରବ ଚରଣ ବେହେରା , ବରୀ ଷ୍ଠଫରେଷ୍ଟର ସଦା ନନ୍ଦ ବେହେରା ଓ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।

related posts

Leave a Comment