Home Breaking News / ତାଜା ଖବର ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ବାଇକ ଷ୍ଟାଣ୍ଡର ଶିଳାନ୍ୟାସ

ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ବାଇକ ଷ୍ଟାଣ୍ଡର ଶିଳାନ୍ୟାସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ: କଟକ ଜିଲ୍ଲା ନରସିଂହପୁର କୋର୍ଟ ପରିସରରେ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ଦ୍ଵାରା ବାଇକ ଷ୍ଟାଣ୍ଡ ର ଶିଳାନ୍ୟାସ ହୋଇଯାଇଛି।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ବ୍ଲକ ସହକାରୀ ଯନ୍ତ୍ରୀ ଦିଲୀପ କୁମାର ବେହେରା, ନରସିଂହପୁର ଓକିଲ ସଂଘର ସଭାପତି ନିର୍ମଳେନ୍ଦୁ ମିଶ୍ର, ଉପ ସଭାପତି ଗୋଲକ ବିହାରୀ ସାହୁ, ସମ୍ପାଦକ ନର ନାରାୟଣ ବାରିକ, ସହ ସମ୍ପାଦକ ଅମିୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅମର ସିଙ୍ଗ ଙ୍କ ସମେତ ବହୁ ଆଇନ ଯିବି ଉପସ୍ଥିତ ଥିଲେ

related posts

Leave a Comment