Home Breaking News / ତାଜା ଖବର ଧର୍ମପରାୟଣ ବ୍ୟକ୍ତିଙ୍କର ପରଲୋକ

ଧର୍ମପରାୟଣ ବ୍ୟକ୍ତିଙ୍କର ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଦଶୀପୁର ଗ୍ରାମର ଲୋଚନ ସାହୁ(୭୦)ଆଜି ଦିନ ସକାଳ ୧୦ ଘଟିକା ସମୟରେ ନିଜ ବାସ ଭବନରେ ପରଲୋକ ହେଇଅଛି ।ମୃତ୍ୟ ଶଯ୍ୟା ନିକଟରେ ଦୁଇ ପୁତ୍ର ଖଗେଶ୍ବର ସାହୁ,କାର୍ତିକ ସାହୁ ପୁତ୍ର ବଧୁ,ଝିଅ ,ଜ୍ୱାଇଁ,ନାତି ନାତୁଣୀ ଉପସ୍ଥିତ ଥିଲେ ।ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ ।ଗ୍ରାମ ସ୍ମଶାନ ରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।ତାଙ୍କ ବିୟୋଗରେ ଦଶୀପୁର ପୂର୍ବତନ ସରପଞ୍ଚ ଦିବ୍ୟସିଂହ ଦେହୁରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି ।ତାଙ୍କ ବିୟୋଗରେ ଦଶୀପୁର ପଞ୍ଚାୟତ ରେ ଶୋକର ଛାୟା ଖେଳି ଯାଇଅଛି ।

related posts

Leave a Comment