Home Breaking News / ତାଜା ଖବର ଦୁର୍ନିତି ଅଭିଯୋଗରେ ସସପେଣ୍ଡ ହୋଇଥିବା ଅଫିସର ଏବେ ଦୁଇ ଦୁଇଟା ପଦବୀରେ

ଦୁର୍ନିତି ଅଭିଯୋଗରେ ସସପେଣ୍ଡ ହୋଇଥିବା ଅଫିସର ଏବେ ଦୁଇ ଦୁଇଟା ପଦବୀରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ରାଜ୍ୟ ସରକାର ସ୍ୱଛ ଓ ଦୁ ର୍ନିତୀ ମୁକ୍ତ ଶାସନ ସାଙ୍ଗକୁ ୫ଟି କଥା କହୁଥିବାବେଳେ ଜଣେ ଦୁର୍ନିତୀ ଅର୍ଥ ହେର ଫେରଅନିୟମିତ । ଅଭିଯୋଗରେ ପୂର୍ବରୁ ସସପେଣ୍ଡ ହୋଇଥିବା ଜୁଗଳ କିଶୋର ପ୍ରଧାନ ନାମକ ଜଣେ ଅଫିସରଙ୍କୁ କୁ ଆଡେ ପୁରସ୍କାର ସ୍ଵରୂପ କନ୍ଧମାଳ ଜିଲ୍ଲାରେ ଦୁଇ ଦୁଇଟା ବ୍ଲ୍କ୍କ୍କ୍କ ଦାୟୀତ୍ଵ ମିଳିଥିବା ଜଣା ପଡିଛି । କେବଳ ସେତିକି ନୁହେଁ କୋଟିକୋଟି ଟଙ୍କାର କାରବାର ବି କରୁଛନ୍ତି । ଯାହାକି ସରକାରଙ୍କ ସ୍ଵଛ ଶାସନ ଓ ୫ଟି ସଚିବଙ୍କ ଆଡକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକ ଉନ୍ନୟନ୍ନ ପ୍ରକଳ୍ପ ବିଭାଗରେ ।
,ସୁଚନାଯୋଗ୍ୟଯେ ଯୁଗଳ କିଶୋର ପ୍ରଧାନ କୁଆଡେ ନୟାଗଡ଼ରେ କାର୍ଯ୍ୟକରୁଥିବାବେଳେ ଆର୍ଥୀକ ଅନୀୟ ମିତତା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ଓ ତାଙ୍କର ପୁଣି ଥରେ ପୁନଃନିଯୁକ୍ତି କନ୍ଧମାଳ ଜିଲାରେ ହୋଇଥିଲା। ପୂର୍ବରୁ ଯୁଗଳପ୍ରଧାନ ଖଜୁରୀପଡ଼ା, କୋଟଗଡ଼, ବାଲିଗୁଡ଼ା ଆଦି ଅଞ୍ଚଳରେ କାର୍ଯ୍ୟ କରୁଥିଲେ।ସନ୍ତେ।ଷଜନକ କାର୍ଯ୍ୟ ନ କରିବା ଫଳରେ ତାଙ୍କୁ ନୟାଗଡ଼ ଜିଲାକୁ ବଦଳୀ ହୋଇଥିଲା। ତେବେ ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ନାଏକଙ୍କ ସମୟରେ ଅଫିସର ଜୁଗଳ କିଶୋର ପ୍ରଧାନ କନ୍ଧମାଳରେ ଜଏନ କରି ଛୁଟିରେ ଥିଲେ । ହେଲେ ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ ନା ଏକଙ୍କ ବଦଳୀପରେ ଯୁଗଳ ପୁଣି କାର୍ଯ୍ୟରେଜଏନ କରିଥିଲେ । ଆଉ ବର୍ତ୍ତମାନର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଧରାଧରି କରିଫୁଲ ବାଣୀ ଓ ଫିରିଙ୍ଗିଆ ଭଳି ଦୁଇ ଦୁଇଟା ବ୍ଲକ ଦାୟୀତ୍ଵ ହାତେଇ ବାରେ ସଫଳ ହୋଇ ଥିଲେ ଏହି ବାବୁଜଣଙ୍କ । ତେବେ ସେ ନିଜେ ଏଠାରେ ନ ରହି ଗ୍ରାମରେ ରହି ଅସ୍ଥାୟୀ କର୍ମଚାରୀଙ୍କ ଦ୍ଵାରା କୁ ଆଡେ କାମ କରାଉଥିବା ନେଇ ଶୁଣିବାକୁ ମିଳୁଛି ।
ସରକାର ଜଳଛାୟା କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଓ ଚାଷଜମିର ଉନ୍ନତି ପIଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ବିଭାଗର ଏଭଳି କିଛି ପିଆଇଏଙ୍କ ମନମୁଖି ତଥା ଖାମଖିଆଲି କାରବାର :ଦୁର୍ନିତୀ ପୂର୍ଣ୍ଣମନୋଭାବ, ପ୍ରିୟା ପ୍ରିତି ତେ।ଷଣ ସାଙ୍ଗଙ୍କୁ ସ୍ଥାୟୀ ଅନୁପସ୍ଥିତ ଯୋଗୁଁ ବିଭାଗ ଦ୍ଵାରା ହାତକୁ ନିଆଯାଉଥିବା କାମ ସବୁ ଉପରଠାଉରିଆ ନିମ୍ନ ମାନର ହେବା ସହ ବ୍ୟାପକ ଅର୍ଥ ମଧ୍ୟ ହେରଫେର ହେଉଥିବା ଶୁଣା ଯାଉଛି।
ଦାୟୀ ତ୍ଵରେ ଥିବା ପିଆଇଏ ଜଣକ ଜଣେ ଆଉଟ ସୋ ସିଂ କର୍ମଚାରୀକୁମୌଖିକ ଦାୟୀତ୍ଵ ଦେଇ ଗାଁରେ ରହୁଥିବା ଅଭିଯୋଗ ହେଉଛି ।
ଏହି ଅସ୍ଥାୟୀ କର୍ମଚାରୀ ଜଣଙ୍କ ଫାଇଲ ସବୁ ପିଆଇଏଙ୍କ ଗାଁକୁ ନେଇ ପିସି ଦେଇ ଦସ୍ତଖତ କରି ଆଣୁଥିବା କଥା ଖଜୁରୀପଡ଼ା ଓ ଫିରିଙ୍ଗିଆ ଅଞ୍ଚଳରେ ଆଲୋଚନା ହେଉଛି ।
ଏହି ଦୁଇ ବ୍ଲକ ପିଆଇଏଦ।ୟୀତ୍ଵରେ ଏହି ବାବୁ ଅଛନ୍ତି ।
ଚାଷୀମାନେ ପିଆଇ ଏଙ୍କୁ ତାଙ୍କ ଗ୍ରାମକୁ ଆସୁଥିବା କେବେଦେଖି ନ ଥିବା କହିଛନ୍ତି । ଏପରିକି କାର୍ଯ୍ୟାଳୟକୁ ଆସି ଲୋକେ ଅପେକ୍ଷା କରି କରି ନିର।ଶ ହୋଇ ଫେରୁଛନ୍ତି । ଅଭିଯୋଗ କଲେ ଶୁଣୁଛି କିଏ ବୋଲି କହୁଛନ୍ତି ବିଚରା ଚାଷୀମାନେ । ବିଭାଗ ଦ୍ଵାର । କଣ କାମ ହେଉଛି ପଚାରିଲେ କିଏ କହି ପାରୁ ନାହାନ୍ତ
ଏପରି ସ୍ଥଳେ ଏ ଦୁଇ ବ୍ଳକରେ ଜଳଛାୟା କାର୍ଯ୍ୟ କିଭଳି ଚାଲିଥିବ ଓ ଚାଷୀ କିଭଳି ଉପକୃତ ହେଉଛନ୍ତି ତାହା ସହଜରେ ଜଣା ପଡୁଛି । ଏଣୁ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଅଧିକାରୀଙ୍କ ଅତୀତରେ ନୟାଗଡ଼ ଓ ବର୍ତ୍ତମାନର କାର୍ଯ୍ୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବୀ ହେଉଛି ।

related posts

Leave a Comment