Home Breaking News / ତାଜା ଖବର ବଡ଼ମ୍ବା ନରସିଂହପୁରରେ ଆଜି ୧୭ କୋଭିଡ ପଜିଟିଭ ଚିହ୍ନଟ

ବଡ଼ମ୍ବା ନରସିଂହପୁରରେ ଆଜି ୧୭ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା: ଆଜି ବଡ଼ମ୍ବାରେ ସାନବାରସିଂହ, ବଡ଼ମ୍ବା ହାଟ, ଖୁଣ୍ଟକଟା, ମଙ୍ଗରାଜପୁର, କଶିକିଆରୀ, ବାଙ୍ଗେରୀସିଂଘା, କୋଟପଲ୍ଲା ରୁ ୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ନରସିଂହପୁର ଅଞ୍ଚଳରୁ ବଡ଼ଭୁଇଁ, ବାହାଳୀ, ହରିଚନ୍ଦନପୁର, କଣ୍ଟାବଣିଆ, ନିଜିଗଡ଼, ପତଣ୍ଡା ପ୍ରଭୃତିରୁ ୮ ଜଣ ଚିହ୍ନଟ ହୋଇଛନ୍ତି ।

related posts

Leave a Comment