Home Breaking News / ତାଜା ଖବର ଦୁତିପଡ଼ାସ୍କାର୍ଟ ସ୍କୁଲ ବୁଲିଲେ ଫୁଲବାଣୀ ବିଧାୟକ

ଦୁତିପଡ଼ାସ୍କାର୍ଟ ସ୍କୁଲ ବୁଲିଲେ ଫୁଲବାଣୀ ବିଧାୟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତିପଡ଼ା ହାଇସ୍କୁଲକୁ ସରକାର ସ୍ମାର୍ଟ ସ୍କୁଲଘୋଷଣା କରିବା ସହିତ ବିଭିନ୍ନ ଉନ୍ନୟନ୍ନ କାର୍ଯ୍ୟ ସହ ବିଦ୍ୟାଳୟର ରୁପ ରେଖବଦଳାଇବା ପାଇଁ ୪୦ ରୁ ୫୦ ଲକ୍ଷ ଟଙ୍କା ଅନୁଦାନ ମଧ୍ୟ ଯୋଗାଇ ଦେଇଛନ୍ତି । ସ୍କୁଲର ମରାମତି ଓ ଡିଜାଇନ କାର୍ଯ୍ୟ ଚାଲିଛି ।

ସେ ସବୁ କାର୍ଯ୍ୟ ତଦାରଖ କରିବା ସହ କାର୍ଯ୍ୟ ଯେପରି ଉନ୍ନତମାନର ହେବ ସେ ନେଇ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ଦୁଗୁନୀ କହଁରଙ୍କ ସହିତ ଖଜୁରୀପଡ଼ା ବ୍କକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ମଧ୍ୟ ଉପସ୍ଥିତ ଥିଲେ ।
ସରକାରଙ୍କସ୍ମାର୍ଟ ସ୍କୁଲରେପୀଠପଢି ଆଦିବାସୀ ପିଲାମାନେ ଯେପରି ବେସରକାରି ସ୍କୁଲର ଛାତ୍ରଛାତ୍ରୀଙ୍କ ପରି ସ୍ମାର୍ଟ ଆଉ ଭଲ ପାଠ ପଢିବେ ତା ଉପରେ ଗୁରୁତ୍ଵ ଦେଇଛନ୍ତି ବିଧାୟକ କହଁର।

related posts

Leave a Comment