Home Breaking News / ତାଜା ଖବର ଜିଲ୍ଲାରେ ୧୮କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ଜଣେ

ଜିଲ୍ଲାରେ ୧୮କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ଜଣେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢୁଥିବା ଫଳରେ ଏହା ପ୍ରଶାସନର ଚିନ୍ତା ବଢାଉଛି।
କନ୍ଧମାଳଜିଲ୍ଲାରେ ମଙ୍ଗଳବାର ମୋଟ ୧୮ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରର ପେଞ୍ଜିସାହିରୁ ଜଣେ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଜିଲ୍ଲାର ବାଲିଗୁଡ଼ା ୫,ଚକାପାଦ ୩.ଦାରିଙ୍ଗବାଡି ୧ଜିଉଦୟକରି ୩,ଖଜୁରୀପଡ଼ା ୨,କୋଟଗଡ ୧ ଓ, ରାଇକିଆ ୨ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟହୋଇଛନ୍ତି ।

କନ୍ଧମାଳ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏ ଯାଏଁ ୬୧ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଧା ଜିଲ୍ଲାରେ ୧୧ହଜାର ୧୧୧ ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୮୬୬ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୧୮୪ଜଣ ବର୍ତମାନ ଚିକିତ୍ସିତ ହେଉଛନ୍ତି ।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment