Home Breaking News / ତାଜା ଖବର ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀ ଗିରଫ

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ କନ୍ଧମାଳ ଜିଲା ଟିକାବାଲି ପୋଲିସ ସ୍ୱାମୀକୁ ବାନ୍ଧି କୋର୍ଟ ଚାଲାଣ କରିଛି ।
ଏଭଳି ଘଟଣା ଘଟିଛି ଟିକା ବାଲି ଥାନା ଅନ୍ତର୍ଗତ ଛତି ଝର ଗ୍ରାମରେ ।
ଟିକାବାଲି ଛତି ଝର ଗ୍ରାମର ରୋହିତ ଦେହୁରୀଙ୍କ ଝିଅ ସରିତା ଦେହୁରି ଙ୍କୁ ସାରଙ୍ଗଡ଼ ଥାନ।ଗୁଟିଙ୍ଗିଆ ଅଞ୍ଚଳର ଶ୍ରୀକାନ୍ତ ବୁର୍ଗୀଙ୍କ ପୁଅ ମିଲନ ବିବାହ କରିଥିଲା। ତେବେ ବିବାହ ପର ଠୁ ମିଲନ ସରୀତାକୁ ଗାଳି ଗୁଲଜ ଓ ମାରଧର ମଧ୍ୟ କରୁଥିଲା।.ଫଳରେ ଅତ୍ୟାଚାର ସହି ନ ପାରି ସରୀତା ଆତ୍ମହତ୍ୟା କରିଥିବ ।ସରୀତାର ମୃତ୍ୟୁ ପାଇଁ ସ୍ୱାମୀ ମିଲନଦୀୟୀ ବୋଲି ମୃତସରୀତାର ବାପା ଟିକା ବାଲି ଥାନାରେ ଏତଲା ଦେଇଥିଲେ।ଏତଲା କୁ ଭିତ୍ତିକରି ପୋଲିସ କେସନମ୍ବର ୪୫/୨୧ ଧାରା ୪୯୮ ଏ/୩୦୪ (ବି) ରେ ଗିରଫ କରି କୋର୍ଟ ଚାଲାଣ କରିଛି

related posts

Leave a Comment