Home Breaking News / ତାଜା ଖବର ବଡ଼ମ୍ବା ନରସିଂହପୁର ୨୨ କୋଭିଡ ପଜିଟିଭ ଚିହ୍ନଟ

ବଡ଼ମ୍ବା ନରସିଂହପୁର ୨୨ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡ଼ମ୍ବା: ଆଜି ବଡ଼ମ୍ବାରେ ୮ଜଣ ନରସିଂହପୁର ରେ ୧୪ ଜଣ ସମୁଦାୟ ୨୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବାରେ କନ୍ତପଡ଼ାରେ ୬ ଜଣ ଚିହ୍ନଟ ହେଲାବେଳେ କୋଟପଲ୍ଲା ଓ କଶିକିଆରୀ ରେ ବାକି ଚିହ୍ନଟ ହୋଇଛନ୍ତି ।

ନରସିଂହପୁର ଅଞ୍ଚଳ ରେ ପାଇକପଡାପାଟଣାରେ ୪ଜଣ, ବନ୍ଧହୁଡାରେ ୩ଜଣ ନୁଆଁ ଭୁଇଁରେ ୨ଜଣ ବାକି ଜୟପୁର, ଡ଼ମକଟା, ହରି ଚନ୍ଦନପୁର, ପତଣ୍ଡା, ଖଜୁରିଆରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

related posts

Leave a Comment