Home Breaking News / ତାଜା ଖବର କାର ଟ୍ରକ ମୁହାଁମୁହିଁ, ସୌଭାଗ୍ୟବଶତଃ ବର୍ତ୍ତୀଲେ ଚାଳକ ଓ ଯାତ୍ରୀ

କାର ଟ୍ରକ ମୁହାଁମୁହିଁ, ସୌଭାଗ୍ୟବଶତଃ ବର୍ତ୍ତୀଲେ ଚାଳକ ଓ ଯାତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-(ସୁନୀଲ ପଟନାୟକ): ଫୁଲ ବାଣୀ ସଦର ଥାନା ଅନ୍ତର୍ଗତ କୁମୁରି ଗୁଡ଼। ପୋଲ ନିକଟରେ ଏକ ଟ୍ରକ ଓ କାର ମଧ୍ୟରେ ମୁହାମୁହି ଧକ୍କା ହେବା ଫଳରେ କାରଟି ର ସମୁଖ ଭାଗ ଭାଙ୍ଗି ନଷ୍ଟ ହୋଇଯାଇଛି । ହେଲେ କାରରେ ବସିଥିବା ଯାତ୍ରୀ କିମ୍ଵା ଚାଳକ କାହାର କିଛି କ୍ଷତି ହୋଇନଥିବା ଜଣା ପଡିଛି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓଡ଼ିଠ୨, ବିଏଫ୨୪୭୧।
ଦ୍ରୁତ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଖବର ପାଇ ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପହଞ୍ଚି ଗାଡି ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଥାନ। ଅଧିକାରୀ କହିଛନ୍ତି।

related posts

Leave a Comment