Home Breaking News / ତାଜା ଖବର ମହ୍ଲାର ଆଦିମ ଜନଜାତିଙ୍କୁ ଜବ କାର୍ଡ ପ୍ରଦାନ କଲେ ଦେବୀ ମିଶ୍ର

ମହ୍ଲାର ଆଦିମ ଜନଜାତିଙ୍କୁ ଜବ କାର୍ଡ ପ୍ରଦାନ କଲେ ଦେବୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ମହ୍ଲାର ଆଦିମ ଜନଜାତିଙ୍କୁ ଜବ କାର୍ଡ ପ୍ରଦାନ କଲେ ଦେବୀ ମିଶ୍ର ଆଜି ନରସିଂହପୁର ବ୍ଲକ ପ୍ରଶାସନର ଉଦ୍ୟମରେ ମହ୍ଲାର ଆଦିମ ଜନ ଜାତିର ନରସିଂହପୁର ଚତରାପଦା ଅଞ୍ଚଳରେ ରହୁଥିବା ୧୧ଟି ପରିବାରର ୩୯ ସଦସ୍ୟ ସଦସ୍ୟାଙ୍କୁ job card, adhar ସମ୍ପୃକ୍ତିର ସ୍ବୀକୃତିପତ୍ର ବିଧାୟକ ଦେବୀ ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ । ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର , ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନିର୍ମଳ ଜେନା , ତହସିଲଦାର ଶ୍ରୀ ଆଲୋକ ଦେହୁରୀ , ମେଡିକାଲ ଅଫିସର ଡାକ୍ତର ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବିଡ଼ିଓ ଶ୍ରୀ ପ୍ରଦୀପ ସାହୁ ଏହାର ସଂଯୋଜନା କରିଥିଲେ । ପରେ ତାଙ୍କୁ ମେଡିକାଲ ଡାକ୍ତର ଶ୍ରୀ ଶତପଥୀଙ୍କ ତତ୍ୱବାଧାନରେ କୋଭିଡ ଟୀକାକରଣ କରାଯାଇଥିଲା । ପ୍ରକାଶ ଥାଉ କି ଓଡ଼ିଶାର ୬୨ ଜନ ଜାତି (tribes)ଙ୍କ ଭିତରୁ ୧୩ ଟି ଦୁର୍ଲଭ ପ୍ରାୟ ଅନ୍ତର୍ହିତ ହେଉଥିବା ଜନଜାତି ଅଛନ୍ତି ତନ୍ମଧ୍ୟରୁ ମହ୍ଲାର ଅନ୍ୟତମ |

related posts

Leave a Comment