Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକରେ ନୁତନ ଗୋଷ୍ଠିଉନ୍ନୟନ ଅଧିକାରିଣୀଙ୍କ ଯୋଗଦାନ

କଙ୍କଡାହାଡ଼ ବ୍ଲକରେ ନୁତନ ଗୋଷ୍ଠିଉନ୍ନୟନ ଅଧିକାରିଣୀଙ୍କ ଯୋଗଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ଟୁକୁନୁ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକରେ ନୂତନ ଗୋଷ୍ଠିଉନ୍ନୟନ ଅଧିକାରିଣୀ ଭାବେ ଆଜି ବୁଲବୁଲ ବେହେରା ଯୋଗଦାନ କରିଛନ୍ତି ।ସେ ପୂର୍ବରୁ ସୁକିନ୍ଦା ତହସିଲଦାର ଭାବେ କାର୍ଯ୍ୟ କରିଥିଲେ ।କଙ୍କଡାହାଡ଼ ବ୍ଲକ ଗୋଷ୍ଟିଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ରଙ୍କର ରାଜସ୍ୱ ବିଭାଗକୁ ବଦଳି ହେଇଅଛି ।ନୂତନ ଭାବେ ଯୋଗଦେଇଥିବା ଗୋଷ୍ଟିଉନ୍ନୟନ ଅଧିକାରିଣୀ କହିଛନ୍ତି କଙ୍କଡାହାଡ଼ ବ୍ଲକର ଜନସାଧାରଣଙ୍କ ହିତ ପାଇଁ କାର୍ୟ୍ଯ କରିବି ।କଙ୍କଡାହାଡ଼ ବ୍ଲକ ନୂତନ ଗୋଷ୍ଟିଉନ୍ନୟନ ଅଧିକାରିଣୀ ଙ୍କୁ କଙ୍କଡାହାଡ଼ ବ୍ଲକର ଜନସାଧାରଣ ଅଭିନନ୍ଦନ ଜଣାଇଛନ୍ତି ।

related posts

Leave a Comment