Home Breaking News ବଡମ୍ବା ନରସିଂହପୁରରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଦେବୀ ମିଶ୍ର

ବଡମ୍ବା ନରସିଂହପୁରରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଦେବୀ ମିଶ୍ର

by Times One Odia
Share with
     
 
 
   

ନରସିଂହପୁର(ବିନୋଦ ନନ୍ଦ) ବଡମ୍ବା ନରସିଂହପୁରରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଦେବୀ ମିଶ୍ର

ଆଜି ବଡମ୍ବା-ନରସିଂହପୁରରେ୧୯ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି |
ସେଥିମଧ୍ୟରୁ ବଡମ୍ବାରେ ବାର ଜଣ ଓ ନରସିଂହପୁରରେ ସାତ ଜଣ |

ବଡମ୍ବାରେ କନ୍ତପଡାରୁ ୩ଜଣ, ରଗଡିପଡାରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ମହୁଲିଆ, ଗଡାପୋଖରୀ, ଶଙ୍ଖାମେରୀ, ଖଳିମାଟି ଓ ସଂଲଗ୍ନ ଆଠଗଡ଼ ଅଞ୍ଚଳରୁ ଆସି ଟେଷ୍ଟିଂ କରିଥିବା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

ନରସିଂହପୁର ଅଞ୍ଚଳର ଜଗନ୍ନାଥପ୍ରସାଦରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ବାକି ବଡଭୁଇଁ, ଚକ୍ରପ୍ରସାଦ, ଜୟମଙ୍ଗଳ, କାନପୁର ଓ ସାଗରରୁ ଚିହ୍ନଟ ହୋଇଛନ୍ତି।

ଆଜି ସଂଧ୍ୟାରେ ବିଧାୟକ ଦେବୀ ପ୍ରସାଦ ମିଶ୍ର,ସଦ୍ୟତମ କୋଭିଡ ସ୍ଥିତି ସମ୍ପର୍କରେ ନରସିଂହପୁରଠାରେ ସମୀକ୍ଷା କରିଛନ୍ତି |

related posts

Leave a Comment