Home Breaking News / ତାଜା ଖବର ଶୋକସଭା ଅନୁଷ୍ଠିତ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ଆଜି ସୋନପୁର ବିଜେପିର କାର୍ଯ୍ୟକର୍ତା ପ୍ରିୟ ଖଗେଶ୍ୱର ମହାକୁର, 26 ବର୍ଷ ଙ୍କ ଅକାଳ ବିୟୋଗ ପାଇଁ ସୋନପୁର ବ୍ଲକ ଛକ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବଳଦେବ ବେଦବାକ ସ୍ବର୍ଗତ ମହାକୁରଙ୍କ ସ୍ମୃତି ଚାରଣ କରିଥିଲେ। ତାଙ୍କ ବିୟୋଗରେ ରେ ସୋନପୁର ଗ୍ରାମୀଣ ମଣ୍ଡଳ ବିଜେପି ରେ ଏକ ଅପୁରଣୀୟ ଶୂନ୍ଯ ସ୍ଥାନ ହୋଇଛି ବୋଲି ବିଜେପିର ବରିଷ୍ଠ ନେତା ଶ୍ରୀ ବେଦବାକ ପ୍ରକାଶ କରିଛନ୍ତି। ସେ ତାଙ୍କର ଅମର ଆତ୍ମା ର ସଦଗତି କାମନା କରିଛନ୍ତି। ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଏଥିରେ ଅନେକ କମକତ୍ତା ଉପସ୍ଥିତ ଥିଲେ

related posts

Leave a Comment