Home Breaking News / ତାଜା ଖବର ସରକାରଙ୍କ ମାଳମାଳ ଯୋଜନା ହେଲେ ବଦଳୁନି ଲୋକଙ୍କ ଭାଗ୍ୟ ରାସ୍ତା ଖଣ୍ଡିକ ପାଇଁ ଠାକୁର ସାହି ବାସିନ୍ଦାଙ୍କ ଆକୁଳ ନିବେଦନ

ସରକାରଙ୍କ ମାଳମାଳ ଯୋଜନା ହେଲେ ବଦଳୁନି ଲୋକଙ୍କ ଭାଗ୍ୟ ରାସ୍ତା ଖଣ୍ଡିକ ପାଇଁ ଠାକୁର ସାହି ବାସିନ୍ଦାଙ୍କ ଆକୁଳ ନିବେଦନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଚାଟିକଣା ଗ୍ରାମ ସରକାରଙ୍କ ମାଳମାଳ ଯୋଜନା ହେଲେ ନା 6ସମାନଙ୍କର ବଦଳୁଛି ଭାଗ୍ୟ ନା ଭବିଷ୍ୟତ ।ସ୍ଵାଧୀନତାର ୭୪ ବର୍ଷ ପରେ ବି ଭଲ ରାସ୍ଥା ଖଣ୍ଡେ ନାହିଁ ଗମନାଗମନର ସମସ୍ୟା ରହିଛି ଗାଁରେ। ଲୋକେ ଅଭିଯୋଗ କରି କରି ଶେଷରେ ଥକି ଗଲେ ସିନା ପ୍ରଶାସନ ଶୁଣିବାକୁ ନାହିଁ,। ଏଭଳି ଦୃଶ୍ୟ ଦେଖିବାକୁ ମିଛି ରାୟଗଡା ଜିଲ୍ଲା ର ବିଷମ ଟକକ ବ୍ଳକ ର ଚାଟିଣା ଗ୍ରମ୍ ପଞ୍ଚାୟତ ର ଠାକୁରାଣୀ ସାହି ରାସ୍ଥ । ପଞ୍ଚାୟତର ଅନେକ ଗ୍ରାମରେ ସେହି ଏକା ଅବସ୍ଥା।ତେବେ ସରକାରଙ୍କଯାହାକୁ ଯେତେ ଯୋଜନା। ପାଣି ଭଳି ଆ ଖର୍ଚ ହେଉଛି କୋଟି କୋଟିଟଙ୍କା।ହେଲେ ବଦଳୁନି ଏ ସବୁଗାଁର ଚିତ୍ର। ଆଗରୁ ଯେଉଁ ସମସ୍ୟା ଏବେ ବି ସେହି ଏକ ସମସ୍ୟା । ଦଶନ୍ଧି ଧରି ଦେଖିବାକୁ ମିଳୁଛି ପାଣି ଓ ତା ସାଙ୍ଗକୁ ଗମନାଗମନ ସମସ୍ୟା । ଲୋକେ ପିଇବା ପାଣି ମୁନ୍ଦାଏପାଉନାହାନ୍ତି । । ଅଭିଯୋଗ କଲେ ନାସର ପଞ୍ଚ ନା ବିଡିଓ କି ଏ ବି ଶୁଣୁନାହାନ୍ତି । ଗ୍ରାମ୍ 6ର ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି ।
ସେହିପରି ରାସ୍ତା ମଧ୍ୟ ନାହିଁ ଗ୍ରାମକୁ । ପାଞ୍ଚବର୍ଷରେନେତା ବଦକୁଛନ୍ତି ଆଉ ସରକାରି ବାବୁମାନେ ବି ବଦଳୁଛନ୍ତି ହେଲେ ସେମାନଙ୍କ କିନ୍ତୁ ଭାଗ୍ୟ ବଦଳୁନି ବୋଲି ଇସାରାକହିଛନ୍ତି । ସରକାର ଯଦି ସେମାନଙ୍କ ଅଭାବ ଅସୁବିଧା ଦୁର ନ କରନ୍ତି ତେ6ବ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ଗ୍ରାମବାସୀଭୋଟ ବର୍ଜନ କରିବେ ବୋଲି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଇସାରାଠାକୁରାଣୀ ସାହି ଲକେ ଚେତାବନୀ ଦେଇଛନ୍ତି ।ଏଣୁ ଜିଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ।

related posts

Leave a Comment