Home Breaking News / ତାଜା ଖବର ଇଲେକ୍ଟ୍ରି ସକ ଲାଗି ଦୁଇ ଜଣଙ୍କର ମୃତ୍ୟୁ

ଇଲେକ୍ଟ୍ରି ସକ ଲାଗି ଦୁଇ ଜଣଙ୍କର ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷର କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଣ୍ଡିକିମାଲ ଗାଁ ରେ ଅଘଟଣ ।ଇଲେକଟ୍ରିକ୍ ସକ ଲାଗି ଦୁଇ ଜଣଙ୍କ ର ମୃତ୍ୟୁ । ମୃତକ ଦୁଇଜଣ ହେଲେ ତରଭା ବ୍ଲକ ଅର୍ନ୍ତଗତ ପଣ୍ଡକିମାଲ ଗ୍ରାମର ରାଧେଶ୍ୟାମ ସାହୁ ଏବଂ ଗୋପ ସାହୁ । ଉଭୟ ବିଲରେ ପାଣି ପମ୍ପ ଲଗାଇବା ସମୟରେ ବିଦ୍ୟୁତ ଆଘାତ ଲାଗିଥିଲା । ସେମାନଙ୍କୁ ୧୦୮ ଆମ୍ବୁଲ୍ୟାନ୍‌ ସାହାଯ୍ୟରେ ତରଭା ଡାକ୍ତରଖାନା କୁ ଅଣାଯାଇଥିଲା । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ସୋକରଛାୟା ଖେଲି ଯାଇଛି

related posts

Leave a Comment