Home Breaking News / ତାଜା ଖବର ବଡମ୍ବା-ନରସିଂହପୁରରେ ୨୨ କୋଭିଡ: ବଡଭୁଇଁକୁ ମାଇକ୍ରୋକଣ୍ଟେନମେଣ୍ଟ ଘୋଷିତ

ବଡମ୍ବା-ନରସିଂହପୁରରେ ୨୨ କୋଭିଡ: ବଡଭୁଇଁକୁ ମାଇକ୍ରୋକଣ୍ଟେନମେଣ୍ଟ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବାରେ ଆଜି ଡାକ୍ତରଖାନାରୁ ୩କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନରସିଂହପୁର ଅଞ୍ଚଳରେ ୧୯ ସମୁଦାୟ ୨୨ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ବଡଭୁଇଁର ଏକ ଅଞ୍ଚଳକୁ ମାଇକ୍ରୋକଣ୍ଟେନମେଣ୍ଟ ଜୋନ ଭାବେ ୨୭ ତାରିଖ ଯାଏଁ ଘୋଷିତ ହୋଇଛି।

ନରସିଂହପୁର ଅଞ୍ଚଳରୁ ଓସ୍ତନାରାୟଣୀପୁରରୁ ୩ଜଣ, ଜୟମଙ୍ଗଳରୁ ୩ଜଣ, ପୁରୁଷୋତ୍ତମପୁରରୁ ୨ଜଣ ଚିହ୍ନଟ ହେଲା ବେଳେ ବଡଭୁଇଁ, ଡିମିରିଆ, ଜଳକେଳି, କମଳାଡିହ, କାଞ୍ଜିଆପଦା, କରିଲୋ, କୋକଳବା, ନୂଆପାଟଣା, ନୂଖାପଡା, ତଗିଲୋ, ଗାଲିସିଗାଡ଼ିଆରୁ ବାକି ଚିହ୍ନଟ ହୋଇଛନ୍ତି।

related posts

Leave a Comment