Home Breaking News / ତାଜା ଖବର ଜିଲ୍ଲାରେ ୧୪ କରୋନା ପଜିଟିଭ ଚିହ୍ନଟ: ଫୁଲବାଣୀରୁ ୨, ମୃତ୍ୟୁସଂଖ୍ୟା୬୧ ଛୁଇଁଲା

ଜିଲ୍ଲାରେ ୧୪ କରୋନା ପଜିଟିଭ ଚିହ୍ନଟ: ଫୁଲବାଣୀରୁ ୨, ମୃତ୍ୟୁସଂଖ୍ୟା୬୧ ଛୁଇଁଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢୁଥିବା ଫଳରେ ଏହା ପ୍ରଶାସନର ଚିନ୍ତା ବଢାଉଛି।
କନ୍ଧମାଳଜିଲ୍ଲାରେ ସୋମବାର ମୋଟ ୧୫ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରର ସରକାରି ମହାବିଦ୍ୟାଳୟର ୨ ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଜିଲ୍ଲାର ଦାରିଙ୍ଗବାଡି୫, ,କ ନୂଆ ଗାଁ ୨,ଖଜୁରୀପଡ଼ା ୧,ଫିରିଙ୍ଗିଆ ୨ ଓ ତୁମୁଡିବନ୍ଧ ରୁ ୨ ଜଣ ବ୍ୟକ୍ତି
କରେ । ନା ପଜିଟିଭ ଚିହ୍ନଟହୋଇଛନ୍ତି ।
ସେହିପରି କନ୍ଧମାଳର ଜଣେ ବାହାରେ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ଜିଲ୍ଲାରେ ମୋଟ ୧୧, ୦୯୩ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୮୪୦ଜଣ ସୁସ୍ଥ ହୋଇଛନ୍ତି । ହେଲେ ୧୯୨ଜଣ ରୋଗୀ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବାବେଳେଏଯାଏ ଜିଲ୍ଲାରେ ୬୧ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment