Home Breaking News / ତାଜା ଖବର ତିନି ରଥକୁ ଗୋଟିଏ ରଥରେ ସଜେଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା

ତିନି ରଥକୁ ଗୋଟିଏ ରଥରେ ସଜେଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ତିନି ରଥକୁ ଗୋଟିଏ ରଥରେ ସଜେଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ସତ୍ୟଙ୍କ ନୂତନ କଳା କୃତି। ଦେଖିବା କୁ ଏ ରଥ ଟି ବହୁତ ଆକର୍ଷଣୀୟ ହୋଇଛି। ରଥ ର ଚାରି ଦ୍ୱାର ରେ ଚାରି ଠାକୁର ଙ୍କୁ ରଖିଛନ୍ତି ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନ। ବାହୁଡ଼ା ଯାତ୍ରା ପାଇଁ ଏ ଭଳି ନିଆରା ରଥ କରିଛନ୍ତି ଶିଳ୍ପୀ ସତ୍ୟ। ଘରେ ରୁହନ୍ତୁ ସୁରକ୍ଷିତ।

related posts

Leave a Comment