Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାମିଡିଆ ଫରୋମର ସଦସ୍ୟ ଓ ପରାମର୍ଶଦାତା ଚୟନ

କନ୍ଧମାଳ ଜିଲ୍ଲାମିଡିଆ ଫରୋମର ସଦସ୍ୟ ଓ ପରାମର୍ଶଦାତା ଚୟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ରବିବାର କନ୍ଧମାଳ ଜିଲ୍ଲାମିଡିଆ ଫରୋମର ଏକ ସାଧାରଣ ବୈଠକ ସ୍ଥାନୀୟ ପ୍ରେସକ୍କବ ଠାରେ ଅନୁଷ୍ଠିତ ହୋଇଥିଲା । ମିଡ଼ିଆ ଫରୋମର
ସଭାପତି ସୁନୀଲ ବିଶ୍ଵାଳ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସଂପାଦକ ସୂର୍ଯ୍ୟନାରାୟଣ ବେହେରା ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲୋ ବୈଠକରେ ସର୍ବସମ୍ମତି କ୍ରମେ ପରାମର୍ଶଦାତା ଭାବେ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସନ୍ରେ ।ଷଡିଗଲ, ଅଜିତ ମହାରଣା, ତ୍ରିନାଥ ସାହୁ, ଓ ଶିବାନନ୍ଦ ପଟ୍ଟନ।ୟକ ପ୍ରମୁଖଙ୍କୁ ମନୋନୀତ କରାଯାଇଥିବାବେଳେ କାର୍ଯ୍ୟକାରି କମିଟି ସଦସ୍ୟଭାବେ ପ୍ରଶାନ୍ତ ଜେନା, ବାଳକୃଷ୍ଣ ଚର୍ଚୀ, ଶିବପ୍ରସାଦନା ଏକ ଅଶୋକ ପରୀଡା, ଓ ବଦ୍ୟନାଥନା ଏକ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା।
ସେହିପରି ସଂଗଠନର ପୂର୍ବତନ ସଭାପତି ରାଧାମୋହନ ମହାପାତ୍ର ଙ୍କୁ ପୁନ ର୍ବାର ସର୍ବସମ୍ମତି କ୍ରମେ ସଦସ୍ୟଭାବେ ଗ୍ରହଣ କରାଯାଇଥିଲା। ସଭାପତି ବିଶ୍ଵାଳଆଗାମୀ ଦିନରେ ସଂଗଠନକୁ ଯେପରି ଅଧିକରୁ ଅଧିକ ସୁଦୃଢ କରିବା ସହ ସାମ୍ୱାଦିକମାନଙ୍କ ସ୍ଵାର୍ଥରକ୍ଷା ଦିଗରେ ସଂଗଠନର ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ।
ସହ ସଂପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବ ବିଶ୍ଵାଳ, ଶିବ ନା ଏକ.ରାଧାମହୋନ ମହାପାତ୍ର, ବିଶ୍ଵରଂଜନ ସାମନ୍ତରା ଏ,ପ୍ରମୁଖଙ୍କ ସମେତ ସ୍ୱତନ୍ତ୍ର ନିମନ୍ତ୍ରିତ ଭାବେ ପ୍ରଶାନ୍ତ ବେହେରା , ଅଶୋକ ମହାନ୍ତି, କ୍ଷୀରୋଦ ସାହାଣୀ,ହିମାଂଶୁ ବେହେରା , ସୁଜିତ ବେହେରା । ପ୍ରମୁଖ ଯୋଗଦେଇଥିଲେ।

related posts

1 comment

Deepak Kumar majhi July 18, 2021 - 6:19 pm

👍👍👍

Reply

Leave a Comment