Home Breaking News / ତାଜା ଖବର ଗୋଛାପଡା ପୋଲିସ ଦ୍ୱାରା ୧୦୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଗୋଛାପଡା ପୋଲିସ ଦ୍ୱାରା ୧୦୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ରବିବାର କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ କୌଣସି ସୁତ୍ରରୁ ଖବର ପାଇ ଟେକେରୀଗୁଡ଼ା ଗ୍ରାମରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଙ୍କ ନେତୃତ୍ଵରେ ପୋଲିସ ସଦଳବଳେଚଢ଼ାଉ କରି ଚୋରା ଚାଲାଣ ପାଇଁ ମହଜୁଦ ଥିବା ୧୦୨ କେଜି ଗଞ୍ଜେଇ ଜବତ କରିବା ସହ ଏ ସଂକ୍ର।ନ୍ତରେ ଚନ୍ଦ୍ର କହଁର ୫୦କୁ ଗିରଫ କରିଛି । ଏନେଇ ଗୋଛାପଡ଼ା ପୋଲିସ ୫୨/୨୧ରେ ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦ୍ର କହଁରକୁ କୋର୍ଟ ଚାଲାଣ କରିଥିବା ଥାନ। ଅଧିକାରୀ ରଞ୍ଜିତ କୁମାର ମୁନୀ କହିଛନ୍ତି । ଗଞ୍ଜେଇ ମାଫିଆମାନଙ୍କୁ ସାବାଡ଼ କରିବାଲାଗି ଆଗାମୀ ଦିନରେ ଯୋରଦାର ଚଢାଉ କରାଯିବ ବୋଲି ଥାନା ଅଧିକାରୀ ମୁନୀ କହିଛନ୍ତି । ମୁନୀ ଗୋଛାପଡାଥାନା ଅଧିକାରୀ ଭାବେ ଦାୟୀତ୍ଵ ଗ୍ରହଣ କରିବାର କମ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରିବହୁ ପରିମାଣରେ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛନ୍ତି।

related posts

1 comment

Deepak Kumar majhi July 18, 2021 - 6:22 pm

👍👍

Reply

Leave a Comment