Home Breaking News / ତାଜା ଖବର ସମ୍ବାଦ ଆମ ଓଡ଼ିଶା ମହାବିରୋଡ଼ ଉପର ସାହି ବନସୁରକ୍ଷା ସମିତି ଓ ଜୟ ବଜରଙ୍ଗ ବାଲି ଏଚପି ଗ୍ୟାସ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ସମ୍ବାଦ ଆମ ଓଡ଼ିଶା ମହାବିରୋଡ଼ ଉପର ସାହି ବନସୁରକ୍ଷା ସମିତି ଓ ଜୟ ବଜରଙ୍ଗ ବାଲି ଏଚପି ଗ୍ୟାସ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ପଂଚାୟତ ମହାବିରୋଡ଼ ବିଜୟ ମଣ୍ଡପ ଠାରେ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ବନ ସୁରକ୍ଷା ସମିତି ସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହେଇଥିଲା ।ଏହି ବୈଠକରେ ୧୦୦ ରୁ ଅଧିକ ରକ୍ତ ସଂଗ୍ରହ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଆସନ୍ତା ତା/୨୩/୦୭/୨୦୨୧ ରିଖ ଶୁକ୍ରବାର ଦିନ ମହାବିରୋଡ଼ ଉପ୍ରା ବିଦ୍ୟାଳୟ ଠାରେ ରକ୍ତଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଏହି ପ୍ରସ୍ତୁତି ବୈଠକ ରେ ଉପସ୍ଥିତ ଥିଲେ ଟିଟୁନ ବିଶ୍ୱାଳ,ଗଗନ ବିହାରୀ ସାହୁ , ପ୍ରଶାନ୍ତ ସାହୁ,ବିଜୟ ସାହୁ,ନରେନ୍ଦ୍ର ବିଶ୍ୱାଳ,କାଳନ୍ଦୀ ବିଶ୍ୱାଳ,ମୋହନ ଚରଣ ସାହୁ, ବବୁର ସାହୁ,ଭଗବାନ ସାହୁ,ନିରଞ୍ଜନ ଷେଣ୍ଢ, ଲୀପୁନ ସାହୁ,ବିଦେଶୀ ସାହୁ,ପ୍ରଦୀପ ସାହୁ,ଲମ୍ବୋଦର ସାହୁ,ରମେଶ ଚନ୍ଦ୍ର ସାହୁ, ରିତୁ ସାହୁ,ବାବୁଲି ବେହେରା,ଗଙ୍ଗାଧର ବେହେରା,କୃତିବାସ ସାହୁ,ଦେଵବ୍ରତ ହାତୀ,ମହେନ୍ଦ୍ର ସାହୁ,ସୁଜିତ କୁମାର ସାହୁ,ଆକାଶ ସାହୁ,ସିପୁନ ସାହୁ, ଗୁରୁଚରଣ ସାହୁ,ଲିଟୁ ସାହୁ,ଆଦିତ୍ୟ ସାହୁ,ଡିଲେଶ୍ଵର ସାହୁ ।ଜୟ ବଜରଙ୍ଗ ବାଲି ଏଚପି ଗ୍ୟାସ ମାଲିକ ଶ୍ରବଣ କୁମାର ସାହୁ,କଣିହାଁ ରକ୍ତଦାତା ସଦସ୍ୟ ବେଣୁଧର ବେହେରା ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ।ପ୍ରସ୍ତୁତି ବୈଠକ ପତିଚାଳନା କରିଥିଲେ କଙ୍କଡାହାଡ଼ ବ୍ଲକ ସମ୍ବାଦ ଆମ ଓଡ଼ିଶା ପ୍ରତିନିଧି ଦିବ୍ୟସିଂହ ଦେହୁରୀ ।

related posts

1 comment

Deepak Kumar majhi July 18, 2021 - 6:20 pm

👍👍👍

Reply

Leave a Comment