Home Breaking News / ତାଜା ଖବର ପେଟ୍ରୋଲ ଡିଜେଲ ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ପେଟ୍ରୋଲ ଡିଜେଲ ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଦିନକୁ ଦିନ ପେଟ୍ରୋଲ,ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକଦରବୁର୍ଦ୍ଧିରେ ଖାଉଟି ହନୁ ସନ୍ତ ହେଉଛନ୍ତି । ଏହାର ତୀବ୍ର ପ୍ରତିବାଦ କରି ଶନିବାର କଂଗ୍ରେସ ପକ୍ଷରୁ ଫୁଲ ବାଣୀଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦସ୍ତଖତ ସଂଗ୍ରହ ମଧ୍ୟ କରିଥିଲେ । ବର୍ଦ୍ଧିତ ଦରରେ କୌଣସି ସାମଗ୍ରୀନ କିଣିବା ଲାଗି ଲୋକଙ୍କୁବୁଝାଇଥଲେ ।
କେନ୍ଦ୍ରସରକାର ଦର ନ କମାଇଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଯୋରଦାର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ତଥା ଆଇଏନଟିୟୁସିନେତା ଘନ କୁମାର ଶବର,ଯୁବନେତା ବଳଦେବ ବେହେରା, ଗୌର ବେହେରା , ଯୁବକଂଗ୍ରେସ ସଦ୍ଭାପତି ବସନ୍ତ, କୁମାର ପାଢି, ଛାତ୍ରନେତା ଅନୁପମ କହଁର, ଶିବଶଙ୍କର ବେହେରା , ସଂସାରି ଭୋଇ, ପ୍ରମୁଖ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିଜେପି ବିଜେଡି ସରକାରବିରୁଦ୍ଧରେ ନାରା ଦେଇଥିଲେ।

related posts

1 comment

Deepak Kumar majhi July 17, 2021 - 5:14 pm

👍👍👍

Reply

Leave a Comment