Home Breaking News / ତାଜା ଖବର କଂଗ୍ରେସରେ ଦସ୍ତକ୍ଷତ ଅଭିଯାନ

କଂଗ୍ରେସରେ ଦସ୍ତକ୍ଷତ ଅଭିଯାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର: ସାରା ଭାରତ ବର୍ଷ ରେ କୋରୋନା ମାଡ଼ରେ ଲୋକମାନେ ନାହିଁ ନ ଥିବା ହଇରାଣ ହରକତ ହେଉ ଥିବା ବେଳେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ତୈଳ ଓ ରନ୍ଧନ ଗ୍ୟାସ ବୃଦ୍ଧି କୁ ନେଇ ଆଜି କଟକ ଜିଲ୍ଲା ନରସିଂହପୁର ବ୍ଲକ ଜାତୀୟ କଂଗ୍ରେସ ତରଫରୁ ପ୍ରତିବାଦ ସହ ଦସ୍ତକ୍ଷତ ଅଭିଯାନ ।ଶତାଧିକ କଂଗ୍ରେସ କର୍ମୀ କୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରା ବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉକ୍ତ ଅଭିଯାନ ରେ କଂଗ୍ରେସ ର ଜିଲ୍ଲା ସଭାପତି ମାନସ ରଞ୍ଜନ ଚୌଧରୀ ଙ୍କ ସହିତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ସରକାରଙ୍କର ଅହେତୁକ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରିତିହାର ନ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବା ବୋଲି ଜିଲ୍ଲା ସଭାପତି କହିଛନ୍ତି ଓ ଏହା ସହ ଦଳଗତ ନିର୍ବିଶେଷରେ କୌଣସି ରାଜନୈତିକ ଦଳ କୁ ସମର୍ଥନ ନ କରି ତୈଳ ଦର ହ୍ରାସ ନିମନ୍ତେ ଦସ୍ତକ୍ଷତ ଅଭିଯାନ ରେ ସାମିଲ ହୋଇଛନ୍ତି ସାଧାରଣ ଜନତା ଓ ଏହାର ପ୍ରତିକାର ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

related posts

Leave a Comment