Home Breaking News / ତାଜା ଖବର ଶଶାପସି ଜଳ ଯୋଗାଣ ପ୍ରକଳ୍ପରୁ କେବୁଲ ଚୋରୀ

ଶଶାପସି ଜଳ ଯୋଗାଣ ପ୍ରକଳ୍ପରୁ କେବୁଲ ଚୋରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ କରଗୋଲା ପଞ୍ଚାୟତ ଶଶାପସି ଗ୍ରାମରେ ଥିବା ୧ ଲକ୍ଷ କ୍ଷମତା ବିଶିଷ୍ଟ ଜଳ ଯୋଗାଣ ପ୍ରକଳ୍ପର ପମ୍ପ ଘରୁ କପର କେବୁଲକୁ କେହି ଦୁର୍ବୁତ୍ତ ଚୋରୀ କରି ନେଇ ଯାଇଛି ଏହି ୬ ମିଲିମିଟର ୧୨୦ ମିଟର କେବୁଲ ଚୋରି କରି ନେଇଛନ୍ତି ।କେବୁଲ ର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଜଣାପଡୁଛି |ଏହି ଜଳ ଯୋଗାଣ ପ୍ରକଳ୍ପ ଉପରେ ଗ୍ରାମର ଦୁଇ ସହ ପରିବାର ନିର୍ଭର କରିଥାନ୍ତି ।ବିଭାଗୀୟ ଅଧିକାରୀ ତୁରନ୍ତ ଏହି ଘଟଣା କୁ ଗୁରୁତ୍ୱପୂର୍ଣ୍ଣ ସହିତ ନେଇ ନୂତନ କେବୁଲ ସଂଯୋଗ କରିଲେ ଶଶାପସି ଗ୍ରାମର ୨୦୦ ପରିବାର ଉପକୃତ ହେଇ ପାରିବେ ।

related posts

1 comment

Deepak Kumar majhi July 17, 2021 - 5:18 pm

👍👍👍

Reply

Leave a Comment