Home Breaking News / ତାଜା ଖବର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଭାରତ ସ୍ବାଧୀନତା ୭୫ ତମ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଭାରତ ସ୍ବାଧୀନତା ୭୫ ତମ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନୁ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମ ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଭାରତ ସ୍ବାଧୀନତା ୭୫ ତମ ବାର୍ଷିକ ମୁକ୍ତିର ଅମୃତ ମହୋତ୍ସବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଇଥିଲା ।ମୁଖ୍ୟଅତିଥି ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ କାର୍ଯ୍ୟକ୍ରମ ରେ ଯୋଗଦେଇ ବୃକ୍ଷ ରୋପଣ ର ଶୁଭାରମ୍ଭ କରିଥିଲେ ।ମୁଖ୍ୟ ଅତିଥି କହିଥିଲେ ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀ ସମୟରେ ଅସ୍କିଜେନ ସମସ୍ୟାର ଏକମାତ୍ର ଉପାୟ ସମସ୍ତେ ବୃକ୍ଷ ରୋପଣ କରି ସମାଜ କୁ ସୁରକ୍ଷିତ କରିବା ସହିତ ସରସ ସୁନ୍ଦର କରିବା ଉପରେ ମତବ୍ୟକ୍ତ କରିଥିଲେ ।ପଙ୍ଗାତିରା ଠାରୁ ଅସନବାହାଳି ରାସ୍ତାର ପାଖ ରେ ୧୨୫୦ ବୃକ୍ଷ ରୋପଣ କରାଯିବ ବୋଲି ସୂଚନା ମିଳିଅଛି ।ଅନ୍ୟ ମାନଙ୍କ ମଧ୍ୟରେ ମହାବିରୋଡ଼ ରେଞ୍ଜ ଅଧିକାରୀ ହରମୋହନ ନାୟକ,ପଙ୍ଗାତିରା ସରପଞ୍ଚ ମାର୍ଗଶିର ପଧାନ,ଅଧିକ୍ଷକ ଯନ୍ତ୍ରୀ ଅନୁଗୁଳ, ନିର୍ବାହୀ ଯନ୍ତ୍ରୀ କାମାକ୍ଷାନଗର,ସହକାରୀ ଯନ୍ତ୍ରୀ ପରଜଙ୍ଗ,କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ।ବନ ବିଭାଗ କର୍ମଚାରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

related posts

1 comment

Deepak Kumar majhi July 17, 2021 - 5:17 pm

👍👍👍

Reply

Leave a Comment