Home Breaking News / ତାଜା ଖବର ଶ୍ରୀନଗର ଦାନମର ଅଂଚଳରେ ଏନକାଉଁଟର, ୨ ଆତଙ୍କୀ ନିପାତ

ଶ୍ରୀନଗର ଦାନମର ଅଂଚଳରେ ଏନକାଉଁଟର, ୨ ଆତଙ୍କୀ ନିପାତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜାମ୍ମୁକାଶ୍ମୀରରେ ସେନାକୁ ସଫଳତା । ଆଜି ଶ୍ରୀନଗରରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପରେ ସୁରକ୍ଷାବାହିନୀ ଏନକାଉଁଟର ଆରମ୍ଭ କରିଥିଲା । ଏଥିରେ ସେନାକୁ ସଫଳତା ମିଳିଛି । ଜାତୀୟ ଗଣମାଧ୍ୟମ ଖବର ଅନୁସାରେ ବର୍ତମାନ ସୁଦ୍ଧା ୨ ଜଣ ଆତଙ୍କବାଦୀଙ୍କୁ ସେନା ଯବାନ ନିପାତ କରିଛନ୍ତି । ଗୁଳିଗୋଳା ଏବେ ବି ଜାରି ରହିଛି । ଅଂଚଳରେ ଆଉ କିଛି ଆତଙ୍କୀ ଛପି ରହିଥିବା ସନ୍ଦେହ କରାଯାଉଛି ।
ଶ୍ରୀନଗର ଦାନମର ଅଂଚଳର ଆଲମଦର କଲୋନୀ ଅଂଚଳକୁ ଘେରାବନ୍ଦୀ କରି ସେନା ସର୍ଚ ଅପରେସନ ଚଳାଇଛି ।

related posts

1 comment

Deepak Kumar majhi July 17, 2021 - 4:53 pm

👍👍👍

Reply

Leave a Comment