Home Breaking News / ତାଜା ଖବର ଜିଲ୍ଲାରେ ୧୮କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ୪

ଜିଲ୍ଲାରେ ୧୮କରୋନା ପଜିଟିଭ ଚିହ୍ନଟ, ଫୁଲବାଣୀରୁ ୪

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
କନ୍ଧମାଳଜିଲ୍ଲାରେ ବୁଧବାର ମୋଟ ୧୮ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି କେନ୍ଦୁପଦର ଅଞ୍ଚଳରୁ ୨ଜଣ, ଫୁଲବାଣୀ ସାହି ଜଣେ ଓ ପିଅନପଡ଼ା ଅଞ୍ଚ କରୁ ଜଣେ ଏହି ପରି ୪ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଜିଲ୍ଲାର ବାଲିଗୁଡ଼ାରୁ ୨. ଜି ଉଦୟଗିରି ୨,କ ନୂଆ ଗାଁ ୪,କୋଟଗଡ ୨ଫିରିଙ୍ଗିଆ୧, ରାଇକିଆ ୨ଓ ତୁମୁଡିବନ୍ଧ ୧
କରେ । ନା ପଜିଟିଭ ଚିହ୍ନଟହୋଇଛନ୍ତି ।

ବର୍ତ୍ତମାନ ଜିଲ୍ଲାରେ ମୋଟ ୧୧,୦୩୨ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୭୬ ୨ଜଣ ସୁସ୍ଥ ହୋଇଛନ୍ତି । ହେଲେ ୨୧୩ଜଣ ରୋଗୀ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବାବେଳେଏଯାଏ ଜିଲ୍ଲାରେ ୫୭ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

1 comment

Deepak Kumar majhi July 17, 2021 - 5:06 pm

👍👍👍

Reply

Leave a Comment