Home Breaking News / ତାଜା ଖବର ଗଞ୍ଜେଇ ସହ ଅଟୋ ଜବତ, ୨ ଗିରଫ

ଗଞ୍ଜେଇ ସହ ଅଟୋ ଜବତ, ୨ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ବୁଧବାର ଫିରିଙ୍ଗିଆ ପୋଲିସ କେକେରିଙ୍ଗିଆ ଗ୍ରାମରୁ ଗଞ୍ଜେଇ ସହ ଅଟେ । ଜବତ କରିଛି ଓ ଏ ସଂପର୍କରେ ୨ ଜଣଙ୍କୁ ଗିରଫ କରିଛି ।
ଅଟେ । ରୁ ୨୭ କେଜି ୩୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ୨ ଜଣ ହେଲେ ବ୍ରଜନା ଏକ ଓ ପ୍ରଶାନ୍ତ ସାହାଣୀ। ଫିରିଙ୍ଗିଆ ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି ।
ଫିରିଙ୍ଗିଆ ଥାନା ଅଧିକାରୀ ଏସ ଏସ ରାଓ ଙ୍କ ସମୟୋଚିତ ଓ ତ୍ଵରୀ ତ ପଦକ୍ଷେପ ଯୋଗୁଁ ବିଭିନ୍ନ ସମୟରେ ଗଞ୍ଜେଇ ଜବତ ସମ୍ଭବ ହୋଇପାରୁଥିବା ଦେଖାଯାଉଛି। ଫଳରେ ଗଞ୍ଜେଇ ମାଫିଆମାନେ ପ୍ରମାଦ ଗଣି ଲେଣି।

related posts

1 comment

Deepak Kumar majhi July 17, 2021 - 4:34 pm

👍👍👍

Reply

Leave a Comment